ଘରେ କେଉଁ ଫଟୋ ଲଗାଇବେ ନାହିଁ

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋ ଲଗାଇଥାନ୍ତି। ତେବେ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ ରହିଛି କିଛିଟା ନିୟମ । ଯେମିତିକି- ନଟରାଜଙ୍କ ମୂର୍ତି ହେଉ ଅବା ଫଟୋକୁ ଘରେ ରଖୁବା ଠିକ୍ ନୁହେଁ । କାରଣ ଏଥିରେ ଭଗବାନ ଶିବଙ୍କର ତାଣ୍ଡବ ମୁଦ୍ରା ରହିଥାଏ; ଯାହାକୁ ବିଧ୍ୱଂସର ପ୍ରତୀକ ବୋଲି କୁହାଯାଏ । ଞ୍ଚ ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଅସ୍ତ୍ରଶସ୍ତ୍ର କିମ୍ବା ଯୁଦ୍ଧ ସମ୍ବନ୍ଧୀୟ ଫଟୋ ଲଗାଇବା ମଧ୍ୟ ଠିକ୍ ନୁହେଁ ।

home

ବିଶେଷକରି ମହାଭାରତ ଯୁଦ୍ଧର ଫଟୋ ଲଗାଇବେ ନାହିଁ । ଏହାଦ୍ବାରା ଭ୍ରାତୃ ସମ୍ପର୍କରେ ତିକ୍ତତା ଆସିଥାଏ ବୋଲି ବିଶ୍ଵାସ ରହିଛି। ପାଣିରେ ବୁଡ଼ି ଯାଉଥୁବା ଡଙ୍ଗା କିମ୍ବା ଜାହାଳର ଫଟୋକୁ ମଧ୍ଯ କାନ୍ଥରେ ଲଗାଇବା ଉଚିତ୍ ନୁହେଁ । ଏହା ପ୍ରଗତିରେ ବାଧା ସୃଷ୍ଟି କରେ ବୋଲି ବିଶ୍ଵାସ ରହିଛି। ଘରେ ପିଲାମାନଙ୍କର ଫଟୋ ଲଗାଇବା ସୌଭାଗ୍ୟର ସୂଚନା ଦିଏ । ଖାକରି ନବଦମ୍ପତିଙ୍କ ରୁମ୍‌ରେ ପିଲାଙ୍କ ଫଟୋ ଲଗାଇବା ଶୁଭଫଳ ଦେଇଥାଏ। କିନ୍ତୁ କେବେ ବି କାନ୍ଦୁଥୁବା କିମ୍ବା ରାଗିକି ଚାହୁଁଥୁବା ପିଲାର ଫଟୋ ଲଗାଇବେ ନାହିଁ, ଏହା ଦୁର୍ଭାଗ୍ୟକୁ ଡାକି ଆଣିଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଗୋଲାପ ଫୁଲର ଫଟୋ ଲଗାଇପାରିବେ କିନ୍ତୁ ଏହାର ଗଛର ଫଟୋକୁ ଲଗାଇବେ ନାହିଁ । କାରଣ ଏଥିରେ ଥିବା କଣ୍ଟାର ଛବି ଘରେ ନକାରାତ୍ମକ ଊର୍ଜା ବୃଦ୍ଧି କରିଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+