Get Updates
Get notified of breaking news, exclusive insights, and must-see stories!

Sania Mirza'ଙ୍କ ମନରେ ରାଜ କରନ୍ତି ଏହି ଭାରତୀୟ ଖେଳାଳୀ !

Sania Mirza: ଛାଡପତ୍ର ପରେ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ବର୍ତ୍ତମାନ ନିଜ ଜୀବନରେ ବ୍ୟସ୍ତ ଅଛନ୍ତି । ଅନେକ ସମୟରେ ଭିନ୍ନ ଭିନ୍ନ କାରଣ ପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି। ପ୍ରାୟତଃ ତାଙ୍କୁ ନେଇ ଭିନ୍ନ ଭିନ୍ନ ନ୍ୟୁଜ୍ ପ୍ରକାଶ ପାଇଥାଏ । ସାନିଆ ମିର୍ଜା ତାଙ୍କ ପୁଅ ଇଜାନଙ୍କ ସହ ଦୁବାଇରେ ରୁହନ୍ତି।

ନୂଆ ବର୍ଷରେ ସେ ନିଜ ପୁଅ ସହିତ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି ଏହା ସହ ସେ ଏକ ଆକର୍ଷଣୀୟ କ୍ୟାପସନ୍ ମଧ୍ୟ ଲେଖିଛନ୍ତି । ମଲିକଙ୍କ ଛାଡପତ୍ର ପରେ ତାଙ୍କୁ ପ୍ରଶଂସକଙ୍କ ବହୁତ ସମର୍ଥନ ମିଳିଛି। ଟେନିସ୍ ବ୍ୟତୀତ କ୍ରିକେଟ୍ ମଧ୍ୟ ତାଙ୍କର ପ୍ରିୟ ଖେଳ । ସେ କ୍ରିକେଟ୍ ରେ ଜଣେ ଭାରତୀୟ ଖେଳାଳିଙ୍କୁ ବହୁତ ପସନ୍ଦ କରନ୍ତି । ସାନିଆ ମିର୍ଜା ନିଜେ ଏନେଇ ସୂଚନା ଦେଇଛନ୍ତି ।

Sania Mirza

2017 ରେ X ରେ ପ୍ରଶଂସକଙ୍କ ସହ ସାନିଆ ଏକ ପ୍ରଶ୍ନ-ଉତ୍ତର ଗେମ୍ ଖେଳିଥିଲେ । ଯେଉଁ ସମୟେ ସେ ଭାରତୀୟ ଦଳରେ ଥିବା ନିଜ ପ୍ରିୟ ଖେଳାଳିଙ୍କ ବିଷୟରେ ଉଲ୍ଲେଖ କରିଥିଲେ। ଜଣେ ପ୍ରଶଂସକ ତାଙ୍କୁ ପ୍ରଶ୍ନ କରିଥିଲେ ଆପଣଙ୍କ ପ୍ରିୟ କ୍ରିକେଟର କିଏ, ସେତେବେଳେ ସାନିଆ ବେଶ୍ ଚତୁରତା ସହ ଉତ୍ତର ଦେଇଥିଲେ ।

ସେ କହିଥିଲେ ଶୋଏବ ମଲିକଙ୍କ ସହ ସଚିନ ତେନ୍ଦୁଲକର । ସାନିଆ ସଚିନ ତେନ୍ଦୁଲକରଙ୍କ ଖେଳକୁ ଖୁବ୍ ପସନ୍ଦ କରନ୍ତି ।ସାନିଆ ମିର୍ଜା 2010 ରେ ବିବାହ କରିଥିଲେ ପରେ 2024ରେ ଉଭୟଙ୍କ ଛାଡପତ୍ର ହୋଇଥିଲେ।

ସାନିଆଙ୍କ ଛାଡପତ୍ର ନେବା ପରେ ଶୋଏବ ମଲିକ ତୃତୀୟ ବିବାହ କରିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଅନ୍ୟପକ୍ଷରେ ସାନିଆ ବର୍ତ୍ତମାନ ନିଜ ଜୀବନରେ ବେଶ ଖୁସ୍ ଅଛନ୍ତି ସେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+