Raksha Bandhan 2024: ଏଥର କେବେ ପଡୁଛି ରାକ୍ଷୀ ପୂର୍ଣ୍ଣିମା
Raksha Bandhan 2024: ଶ୍ରାବଣ ମାସର ଦ୍ୱିତୀୟ ପୂର୍ଣ୍ଣିମା ତଥା ଶୁକ୍ଳ ପକ୍ଷର ପୂର୍ଣ୍ଣିମା ଦିନ ପାଳନ କରାଯାଏ । ଭାଇର ଦୀର୍ଘାୟୁ କାମନା କରି ତା ହାତରେ ରାକ୍ଷୀ ବାନ୍ଧିଥାଏ ଭଉଣୀ । ଏଥର ଅଗଷ୍ଟ ୧୯ ତାରିଖ ସୋମବାର ଦିନ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯିବ । ଏଥର ରାକ୍ଷୀରେ ତିନୋଟି ଶୁଭ ମିଶ୍ରଣ ଗଠନ ହେଉଛି । ଶୋଭନ ଯୋଗ ସେହି ଦିନ ସାରା ଦିନ ରହିବ । ସାରଳା ସିଦ୍ଧ ଯୋଗ ସକାଳ ୦୫:୫୩ ରୁ ୦୮:୧୦ ଯାଏଁ ଥିବାବେଳେ ରବି ଯୋଗ ସକାଳ ୦୫:୫୩ ରୁ ୦୮:୧୦ ପର୍ଯ୍ୟନ୍ତ ରହିବ ।
ପୂର୍ଣ୍ଣିମା ତିଥୀ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ସମର୍ପିତ । ଏହି ଦିନ ଘରକୁ କିଛି ଖାସ ଜୀନିଷ ଆଣିବା ଦ୍ୱାରା ମା'ଲକ୍ଷ୍ମୀ ପ୍ରଶନ୍ନ ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପାଲାଶ ଫୁଲ ଦେବୀ ଲକ୍ଷ୍ମୀଙ୍କ ପାଇଁ ଅତ୍ୟନ୍ତ ପ୍ରିୟ । ଶ୍ରାବଣ ପୂର୍ଣ୍ଣିମା ଦିନ ଏହି ଫୁଲ ଦେବୀ ଲକ୍ଷ୍ମୀଙ୍କୁ ପାଦପେ ଅର୍ପଣ କଲେ ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ହୋଇଥାଏ । ପୂର୍ଣ୍ଣିମା ଦିନ ଘରେ ଏହି ଗଛ ଲଗାଇବା ଦ୍ୱାରା ପଜିଟିଭ୍ ମାହୋଲ ରହିବା ସହ ଧନର କମି ହୋଇ ନଥାଏ ।

ଶ୍ରାବଣ ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା ଦିନ ଏହି ଫୁଲକୁ ଘରକୁ ଆଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ବିଶ୍ୱାସ ଅନୁଯାୟୀ, ଏହାକୁ ଘରେ ଲଗାଇବା ଦ୍ୱାରା ଜଣେ ବ୍ୟକ୍ତି ଆର୍ଥିକ ପ୍ରତିବନ୍ଧକରୁ ମୁକ୍ତି ପାଇଥାଏ ଏବଂ ପ୍ରଗତିର ବାଟ ଖୋଲିଥାଏ । ବ୍ୟବସାୟରେ ମଧ୍ୟ ଲାଭହୋଇଥାଏ ।
ଏହି ପୂର୍ଣ୍ଣିମା ଦିନ ଧନ ଦେବୀ ଲକ୍ଷ୍ମୀଙ୍କୁ ନଡ଼ିଆ ଅର୍ପଣ କରନ୍ତୁ କାରଣ ଦେବୀ ଲକ୍ଷ୍ମୀଙ୍କର ନଡ଼ିଆ ମଧ୍ୟ ଅତ୍ୟନ୍ତ ପ୍ରିୟ । ବିଶ୍ୱାସ କରାଯାଏ ଯେ ଏହି ଦିନ ଦେବୀ ଲକ୍ଷ୍ମୀଙ୍କୁ ଏକ ଆଖିଆ ନଡ଼ିଆ ଅର୍ପଣ କରିବା ଦ୍ୱାରା ଦାରିଦ୍ର୍ୟ ଦୂର ହୋଇଥାଏ । ଯଦି ଆପଣ ଆର୍ଥିକ ସ୍ଥିତିରେ ଉନ୍ନତି ଚାହୁଁଛନ୍ତି ତେବେ ଏକ ଆଖିଆ ନଡ଼ିଆ ଏହି ଦିନ ମା'କୁ ଅର୍ପଣ କରନ୍ତୁ । ଭଲ ଲାଭ ମିଳିବି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications