ହ୍ୱାଟ୍ସଆପ୍ ଆଣିଲା ନୂଆ ଫିଚର୍
WhatsApp Group Chat Feature: ମେସେଜିଂ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ଲଞ୍ଚ କଲା ଆଉ ଏକ ନୂଆ ଫିଚର୍ । ବର୍ତ୍ତମାନ ଉପଭୋକ୍ତାମାନଙ୍କ ପାଇଁ କମ୍ପାନୀ ଏକ ଜବରଦସ୍ତ ଫିଚର୍ ଆଣିଛି ଯେଉଁଥିରେ ଗ୍ରୁପ୍ ଚାଟ୍ ବର୍ତ୍ତମାନ ଅଧିକ ରୋମଞ୍ଚକ ହୋଇପାରିବ । ପୂର୍ବରୁ ଏହି ଫିଚର୍ କେବଳ କମ୍ୟୁନିଟି ପାଇଁ ରହିଥିଲା ହେଲେ ଏବେ ରେଗୁଲାର୍ ଗ୍ରୁପରେ ମଧ୍ୟ ଏହି ନୂଆ ଫିଚରର ବ୍ୟବବହାର ପାରିବେ ୟୁଜର୍ସ ।
ପ୍ରତ୍ୟେକ ଥର ପରି, ଏଥର ମଧ୍ୟ WABetaInfo ଏହି ନୂତନ ଫିଚର୍ ବିଷୟରେ ସୂଚନା ଦେଇଛି । ଏହା ସହିତ ଏକ ସ୍କ୍ରିନସଟ୍ ମଧ୍ୟ ସେୟାର କରାଯାଇଛି ଯେଉଁଥିରେ ଲେଖାଯାଇଛି, ହ୍ୱାଟ୍ସଆପ୍ ଗ୍ରୁପ୍ ଚାଟ୍ ପାଇଁ ଏକ ନୂତନ ଇଭେଣ୍ଟ ଫିଚର୍ ଆଡ କରାଯାଇଛି । ଉପଭୋକ୍ତାମାନେ ଗ୍ରୁପ୍ ଚାଟରେ ଯେ କୌଣସି ଇଭେଣ୍ଟ କ୍ରିଏଟ୍ କରିପାରିବେ ।

ଆପଣଙ୍କୁ ଇଭେଣ୍ଟର ନାମ, ବିଷୟବସ୍ତୁ, ତାରିଖ ଏବଂ ସ୍ଥାନ ବିବରଣୀ ପ୍ରଦାନ କରିବାକୁ ପଡିବ । ଏହା ସହିତ, ଆପଣ ଇଭେଣ୍ଟ ପାଇଁ ଭଏସ୍ କିମ୍ବା ଭିଡିଓ କଲ୍ ପାଇଁ ଅନ୍ୟ ଗ୍ରୁପ ସଦସ୍ୟମାନଙ୍କୁ ସୂଚିତ କରିପାରିବେ । ଏହାପୂର୍ବରୁ ହ୍ୱଟ୍ସଆପ୍ ୟୁଜର୍ସଙ୍କୁ ଏକ ନୂଆ ଫିଚର ବିଷୟରେ ସୂଚନା ଦେଇଥିଲା । ଯେଉଁଥିରେ ୟୁଜର୍ସମାନେ ଇନ୍- ଆପ୍ ଡାଏଲର୍ ପାଇବେ ଯାହା ମାଧ୍ୟମରେ ଉପଭୋକ୍ତାମାନେ ନମ୍ବର ନଥିଲେ ମଧ୍ୟ ଅଡିଓ କିମ୍ବା ଭିଡିଓ କଲିଂ କରିପାରିବେ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ












Click it and Unblock the Notifications