୨୦ ଏପ୍ରିଲରେ ଲାଗିବାକୁ ଯାଉଛି ବର୍ଷର ପ୍ରଥମ ସୂର୍ଯ୍ୟପରାଗ, ଜାଣନ୍ତୁ କ'ଣ ରହିଛି ଖାସ୍
solar eclipse: ଚଳିତ ବର୍ଷର ଗୋଟିଏ ଦିନରେ ଲାଗିବା ପାଇଁ ଯାଉଛି ୩ଟି ସୂର୍ଯ୍ୟ ପରାଗ । ଏପ୍ରିଲ ୨୦ରେ ଲାଗିବା ପାଇଁ ଯାଉଥିବା ଏହି ପରାଗକୁ ବୈଜ୍ଞାନିକ ମାନେ ହାଇବ୍ରିଡ୍ ପରାଗ ବୋଲି କହୁଛନ୍ତି । ଏଥର ଏପ୍ରିଲ୍ ୨୦ରେ ଲାଗିବା ପାଇଁ ଯାଉଥିବା ଏହି ସୂର୍ଯ୍ୟ ପରାଗ ଅନେକ କାରଣରୁ ଖାସ । ତେବେ ଏହା ବୈଶାଖ ମାସ ଅମାବାସ୍ୟା ଦିନ ଲାଗିବା ପାଇଁ ଯାଉଛି । ଭାରତ ବ୍ୟତୀତ ବିଶ୍ୱର ବିଭିନ୍ନ ସ୍ଥାନରେ ଏହି ପରାଗ ଦୃଶ୍ୟମାନ ହେବ ।
ଆସନ୍ତୁ ଜାଣିବା ଏହି ସୂର୍ଯ୍ୟ ପରାଗ କେବେ, କେଉଁଠାରେ ଦୃଶ୍ୟମାନ ହେବ
ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୦ ଏପ୍ରିଲ ୨୦୨୩ରେ, ବିଶାଖ ମାସ ଅମାବାସ୍ୟା ଦିନ ଏହି ସୂର୍ଯ୍ୟ ପରାଗ ସକାଳ ୭:୪୯ ରୁ ୧୨:୨୯ ମଧ୍ୟରେ ଲାଗିବ । ଏହି ସୂର୍ଯ୍ୟ ପରାଗର ଅବଧି ୫ ଘଣ୍ଟା ୨୪ ମିନିଟ୍ ରହିଛି ।

ପୃଥିବୀର ପ୍ରାୟ ୮.୭ ପ୍ରତିଶତ ଲୋକ ସୂର୍ଯ୍ୟ ପରାଗ ଦେଖିପାରିବେ । ହେଲେ ଏହି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ । ତେଣୁ ଏହାର ସୂତକ ଅବଧି ବୈଧ ହେବ ନାହିଁ । ଏହି ସୂର୍ଯ୍ୟ ପରାଗ ଅଷ୍ଟ୍ରେଲିଆ, ପୂର୍ବ ଏବଂ ଦକ୍ଷିଣ ଏସିଆ, ପ୍ରଶାନ୍ତ ମହାସାଗର, ଆଣ୍ଟାର୍କଟିକା ଏବଂ ଭାରତ ମହାସାଗରରେ ଦୃଶ୍ୟମାନ ହେବ । ସୂର୍ଯ୍ୟ ପରାଗର ପ୍ରଭାବ ଅଷ୍ଟ୍ରେଲିଆର ଏକ୍ସମାଉଥରେ ଅଧିକ ଦେଖାଯିବ ।
ଏହା ବ୍ୟତୀତ ଦକ୍ଷିଣ ପ୍ରଶାନ୍ତ ମହାସାଗର ଆମେରିକା, ମାଇକ୍ରୋନେସିଆ, ମାଲେସିଆ, ଆଣ୍ଟାର୍କଟିକା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଭିଏତନାମ, ତାଇୱାନ, ଚୀନ୍, ଫିଜି, ଜାପାନ, ସାମୋଆ, ଥାଇଲ୍ୟାଣ୍ଡ, ପାପୁଆ, ଇଣ୍ଡୋନେସିଆ, ବାରୁନି, ସିଙ୍ଗାପୁର, ନ୍ୟୁ ଗିନିରେ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ ।
ଗୋଟିଏ ଦିନରେ ଲାଗିବା ପାଇଁ ଯାଉଛି ୩ଟି ସୂର୍ଯ୍ୟ ପରାଗ
ଚଳିତ ବର୍ଷ ୩ଟି ସୂର୍ଯ୍ୟ ପରାଗ ଲାଗିବା ପାଇଁ ଯାଉଛି । ଯେଉଁଥି ପାଇଁ ସୂର୍ଯ୍ୟ ମଧ୍ୟ ତିନି ପ୍ରକାରର ଦେଖିବା ପାଇଁ ମିଳିବେ । ଆଶିଂକ ପରାଗ, ପୂର୍ଣ୍ଣ ପରାଗ ଏବଂ କୁଣ୍ତଳାକାର ପରାଗ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications