Gold Rate 11 June: ଜାଣନ୍ତୁ କ'ଣ ରହିଛି ଆସି ସୁନା ମୂଲ୍ୟ

Gold Rate 11 June: 18 ତମ ଲୋକସଭା ନିର୍ବାଚନର ଫଳାଫଳ ପରେ ସୁନା ଓ ରୂପା ମୂଲ୍ୟରେ କ୍ରମାଗତ ଅସ୍ଥିରତା ଦେଖିବାକୁ ମିଳିଛି। ସାଧାରଣତଃ ଲୋକମାନେ ସୁନାରେ ବିନିଯୋଗ କରିବାରେ ରୁଚି ରଖନ୍ତି । ଯଦି ଆପଣ ମଧ୍ୟ ସୁନାରେ ବିନିଯୋଗ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହା ପୂର୍ବରୁ ଜୁନ୍ 11 ତାରିଖ 2024 ରେ ସୁନା ଓ ରୂପା ମୂଲ୍ୟ ଉପରେ ନଜର ପକାନ୍ତୁ ।

Gold Rate 11 Jun

ଆଜି ଭାରତରେ 22 କ୍ୟାରେଟ୍ ସୁନା ମୂଲ୍ୟ 6,569 ଟଙ୍କା ଏବଂ 24 କ୍ୟାରେଟ୍ ସୁନ ର ମୂଲ୍ୟ 7,166 ଟଙ୍କା । ସେହିପରି ଭାରତରେ 10 ଗ୍ରାମ ରୂପା ମୂଲ୍ୟ 918 ଟଙ୍କା । 100 ଗ୍ରାମ ରୂପା ମୂଲ୍ୟ 9,180 ଟଙ୍କା ଏବଂ 1 କିଲୋଗ୍ରାମ ରୂପା ମୂଲ୍ୟ 91,800 ଟଙ୍କା ରହିଛି ।

ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୬୫,୨୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ଦର ୭୧,୧୮୦ ରହିଛି । ସେହିପରି ମୁମ୍ବାଇରେ ୨୨ କ୍ୟାରେଟ୍ ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୬୫,୨୦୦ ଓ ୭୧, ୧୮୦ ଟଙ୍କା ରହିଛି । ଦେଶର ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୧,୮୧୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୬୫,୮୪୦ ରହିଛି ।

ଚେନ୍ନାଇରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୬୬,୨୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୨,୩୨୦ ଟଙ୍କା ରହିଛି । କୋଲକତାରେ ୨୪ କ୍ୟାରେଟ୍ ସୁନା ଦର ୭୧,୧୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୬୫,୨୦୦ ଟଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+