Gold Rate Today: ଦୀପାବଳି ପରେ କମିଲା ସୁନା-ରୂପା ଦର
Gold Rate Today: ଦୀପାବଳି ଏବଂ ଧନତେରଶ ପରେ ସୁନା ଓ ରୂପା ମୂଲ୍ୟ କମିବାରେ ଲାଗିଛି । ନଭେମ୍ବର 04 ସୋମବାର ଦିନ ସୁନା ମୂଲ୍ୟ ପ୍ରାୟ 400 ଟଙ୍କା ହ୍ରାସ ପାଇଛି। ଆଜିକାଲି ଦେଶରେ ସୁନା ଓ ରୂପା ମୂଲ୍ୟ ସର୍ବଦା ଅଧିକ ରହିଛି ।
ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ମୂଲ୍ୟ ରେକର୍ଡ ବ୍ରେକ୍ କରିଛି । ଦେଶର ସମସ୍ତ ସହରରେ 24 କ୍ୟାରେଟ୍ ସୁନା ମୂଲ୍ୟ 80 ହଜାରରୁ ଅଧିକ ରହିଛି । 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73 ହଜାର 500 ରୁ ଅଧିକ ରହିଛି । ଆଜି, ନଭେମ୍ବର 04 ସୋମବାର ଦିନ ରୂପା ମୂଲ୍ୟ ମଧ୍ୟ କମିଛି । ରୂପା କିଲୋଗ୍ରାମ ପାଇଁ 96 ହଜାର 900 ଟଙ୍କା ରହିଛି ।

ଦିଲ୍ଲୀ ସୁନା ଦର: ଆଜି ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 80 ହଜାର 540 ଟଙ୍କା ଏବଂ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,790 ଟଙ୍କା ରହିଛି ।
ମୁମ୍ବାଇ ସୁନା ଦର: ମୁମ୍ବାଇରେ 24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପ୍ରତି 80,390 ଟଙ୍କା ଏବଂ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,690 ଟଙ୍କା
କୋଲକାତା ସୁନା ଦର: କୋଲକାତାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,690 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 80,390 ଟଙ୍କା ରହିଛି ।
ଚେନ୍ନାଇ ସୁନା ଦର: ଚେନ୍ନାଇରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73.90 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 80,390 ଟଙ୍କା ରହିଛି।
ପାଟନା ସୁନା ଦର: ପାଟନାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,740 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 80,440 ଟଙ୍କା ରହିଛି ।
ହାଇଦ୍ରାବାଦ ସୁନା ଦର: ହାଇଦ୍ରାବାଦରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,690 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 80,390 ଟଙ୍କା ରହିଛି ।
ଭୁବନେଶ୍ୱର ସୁନା ଦର: ଭୁବନେଶ୍ୱରରେ 24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପ୍ରତି 80,400 ଟଙ୍କା ଏବଂ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,700 ଟଙ୍କା ରହିଛି ।












Click it and Unblock the Notifications