ବର୍ଷା ପାଣିରେ ଭାସିଗଲା ବିରିୟାନୀ ହାଣ୍ତି ,ଭାଇରାଲ ହେଲା ଭିଡିଓ

Viral Vedio :Two Handis Of Biryani Floating In A Waterlogged Hyderabad Streetବର୍ଷା ପାଣିରେ ଭାସିଗଲା ବିରିୟାନୀ ହାଣ୍ତି ,ଭାଇରାଲ ହେଲା ଭିଡିଓ ,

ହାଇଦ୍ରାବାଦ: ହାଇଦ୍ରାବାଦର ବିରିୟାନୀ କାହାର ବା ପସନ୍ଦ ନୁହେଁ । ଆଉ ବର୍ଷାଦିନରେ ତ ସମସ୍ତେ ବିରିୟାନୀ ଖାଇବା ପସନ୍ଦ କରନ୍ତି । ଚିନ୍ତା କଲେ ଏପରି ପାଗରେ ଯଦି ବର୍ଷା ପାଣିରେ ରାସ୍ତାରେ ବିରିୟାନୀ ହାଣ୍ତି ଭାସିଯାଏ ତେବେ ବିରିୟାନୀ ପ୍ରେମିଙ୍କ ସ୍ଥିତି କିପରି ଥିବ । ସୋସିଆଲ ମିଡିଆରେ ହାଇଦ୍ରାବାଦର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କର ଭିନ୍ନ କମେଣ୍ଟ ଦେଖିବା ପାଇଁ ମିଳୁଛି । ହେଲେ ବିରିୟାନୀ ପ୍ରେମିଙ୍କୁ ତ ଲାଗିଛି ଝଟକା ।

biryani

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦୁଇ ଦୁଇଟି ଖାଦ୍ୟ ଭରା ହାଣ୍ତି ଏକା ବେଳକରେ ଭାସିଯାଉଛି । ଗତ କିଛି ଦିନ ହେଲା ହାଇଦ୍ରାବାଦରେ ମୌସୁମୀ ବର୍ଷା ଲାଗି ରହିଥିବା କାରଣରୁ ରାସ୍ତାଘାଟ ସବୁଠି ପାଣି ଭରିଯାଇଛି । ତେବେ ଏହି ଦୃଶ୍ୟ ହେଉଛି ହାଇଦ୍ରାବାଦର ନବାବ ସାହେବ କୁଣ୍ଟା ଅଞ୍ଚଳର ଆଡିବା ହୋଟେଲ ନାମକ ଏକ ପ୍ରସିଦ୍ଧ ହୋଟେଲ ସାମ୍ନାର । ଜଣେ ବ୍ୟକ୍ତି ଏହି ଭିଡିଓକୁ ସୁଟ୍ କରି ଟ୍ୱିଟରରେ ସେୟାର କରିବା ପରେ ଏହି ଭିଡିଓଟି ଖୁବ ଚର୍ଚ୍ଚାରେ ରହିଥିଲା । ଏହି ଭିଡିଓକୁ ବର୍ତ୍ତମାନ ୧ମିଲିୟନରୁ ଅଧିକ ଥର ଦେଖାଯାଇ ସାରିଲାଣି । ତେବେ ସାରା ଦେଶରେ ଏବେ ବର୍ଷାର ବିତ୍ପାତ ଦେଖିବା ପାଇଁ ମିଳୁଛି କେଉଁଛି ବିରିୟାନୀ ତ କେଉଁଠି ବର୍ଷା ଜଳରେ ସୋଲ ପରି ଭାସିଯାଉଛି କାର୍ । ପ୍ରତ୍ୟକ ଦିନ ସୋସିଆଲ ମିଡିଆରେ ଏଭଳି ଅନେକ ଦୃଶ୍ୟ ଦେଖିବା ପାଇଁ ମିଳୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+