ଟୀକାନେଇଥିବା ମା'ଙ୍କ ଖୀରରେ କରୋନା ବିରୁଦ୍ଧରେ ଲଢ଼ିବାକୁ ରହିଛି ଆଂଟିବଡି

Vaccinated Mothers' breast milk contains antibody to fight covid

ଭୁବନେଶ୍ବର: ସ୍ତନ୍ୟପାନ କରୁଥିବା ଶିଶୁଙ୍କୁ କରୋନାରୁ ସୁରକ୍ଷିତ ରଖିବାରେ ଟୀକା ନେଇଥିବା ମା'ଙ୍କ ଖୀର ଉକ୍ରୃଷ୍ଟ ମାଧ୍ୟମ ବୋଲି ଏକ ଅନୁଧ୍ୟାନରୁ ଜଣାପଡିଛି । ଏଭଳି ମା'ଙ୍କ ଖୀରରେ ଯଥେଷ୍ଟ ଆଂଟିବଡି ରହିଛି ଯାହା କରୋନା ଭୂତାଣୁ ସହ ଲଢ଼ିବାକୁ ସକ୍ଷମ ବୋଲି ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ବରିÂ ଗବେଷକ ଜୋଶେଫ୍ ଲାର୍କିନ୍ ପ୍ରକାଶ କରିଛନ୍ତି । ଗର୍ଭବତୀ ମହିଳା ଏବଂ ପ୍ରସୂତୀ ମହିଳାଙ୍କ ଉପରେ କୋଭିଡ୍ ସମ୍ବନ୍ଧୀୟ ଗବେଷଣା କରୁଥିବା ଜୋଶେଫ୍ କହିଛନ୍ତି ଯେ, ଟୀକାନେବା ଦ୍ୱାରା ଉଭୟ ମା' ଏବଂ ଶିଶୁ ସୁସ୍ଥ ରୁହନ୍ତି ।

breast milk

ଟୀକାଦାନ ପରେ ସ୍ତନରେ ସାର୍ସ-କୋଭିଡ୍ ଭୂତାଣୁ ବିରୋଧରେ ଯଥେଷ୍ଟ ପରିମାଣରେ ଆଂଟିବଡି ବିକଶିତ ହୋଇଥାଏ ଏବଂ ନବଜାତ ଶିଶୁଙ୍କ ଶରୀରକୁ ଏହି ଇମୁ୍ୟନିଟି ଯାଇଥାଏ ବୋଲି ଏହି ବରିÂ ପ୍ରଫେସର ଜଣକ ସୂଚନା ଦେଇଛନ୍ତି । ବ୍ରେଷ୍ଟ୍ ଫିଡିଙ୍ଗ୍ ମେଡିସିନାଲ୍ ଜର୍ନାଲ୍ରେ ଦର୍ଶାଯାଇଛି ଯେ, ଶିଶୁମାନେ ଜନ୍ମଗ୍ରହଣ କରିବା ସମୟରେ ସେମାନଙ୍କ ଇମୁ୍ୟନିଟି କ୍ଷମତା ସମ୍ପୂର୍ଣ୍ଣ ବିକଶିତ ହୋଇ ନଥା. ତେଣୁ କରୋନା ଭୂତାଣୁ ବିରୋଧରେ ଲଢେ଼ଇ କରିବାରେ ସେମାନେ କମ୍ ସକ୍ଷମତା ପ୍ରକାଶ କରନ୍ତି । ଏଭଳି ସ୍ଥିତିରେ ସ୍ତନ୍ୟପାନ କରୁଥିବା ଶିଶୁମାନଙ୍କୁ ମା'ମାନେ ପାସିଭ୍ ଇମୁ୍ୟନିଟି ପ୍ରଦାନ କରିଥାନ୍ତି ।
ଚିନ୍ତା କରନ୍ତୁ-ମା'ଖୀର ଶିଶୁ ପାଇଁ ଏକ ଟୁଲ୍ ବକ୍ସ ଭାବରେ କାର୍ଯ୍ୟ କରେ ଯେଉଁଥିରେ ପ୍ରଚୁର ଇମୁ୍ୟନିଟି କ୍ଷମତା ରହିଥାଏ । ଏହି ଟୁଲ୍ ବକ୍ସରେ କୋଭିଡ୍ ଟୀକା ଆଉ ଏକ ନୂଆ ଟୁଲ୍ ଯାହାକି ଆଜିର କୋଭିଡ୍ ମହାମାରୀ ବିରୋଧରେ ଲଢେ଼ଇ ପାଇଁ ଶିଶୁଙ୍କ ସୁରକ୍ଷା କବଚ ଭାବରେ କାର୍ଯ୍ୟ କରିଥାଏ ବୋଲି କହିଛନ୍ତି ପ୍ରଫେସର ଜୋଶେଫ । ଟୀକାନେଇଥିବା ମା'ଙ୍କ ଖୀରରେ କରୋନା ବିରୁଦ୍ଧରେ ଲଢ଼ିବାକୁ ରହିଛି ଆଂଟିବଡି
ସ୍ତନ୍ୟପାନ କରୁଥିବା ଶିଶୁଙ୍କୁ କରୋନାରୁ ସୁରକ୍ଷିତ ରଖିବାରେ ଟୀକା ନେଇଥିବା ମା'ଙ୍କ ଖୀର ଉକ୍ରୃଷ୍ଟ ମାଧ୍ୟମ ବୋଲି ଏକ ଅନୁଧ୍ୟାନରୁ ଜଣାପଡିଛି । ଏଭଳି ମା'ଙ୍କ ଖୀରରେ ଯଥେଷ୍ଟ ଆଂଟିବଡି ରହିଛି ଯାହା କରୋନା ଭୂତାଣୁ ସହ ଲଢ଼ିବାକୁ ସକ୍ଷମ ବୋଲି ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ବରିÂ ଗବେଷକ ଜୋଶେଫ୍ ଲାର୍କିନ୍ ପ୍ରକାଶ କରିଛନ୍ତି । ଗର୍ଭବତୀ ମହିଳା ଏବଂ ପ୍ରସୂତୀ ମହିଳାଙ୍କ ଉପରେ କୋଭିଡ୍ ସମ୍ବନ୍ଧୀୟ ଗବେଷଣା କରୁଥିବା ଜୋଶେଫ୍ କହିଛନ୍ତି ଯେ, ଟୀକାନେବା ଦ୍ୱାରା ଉଭୟ ମା' ଏବଂ ଶିଶୁ ସୁସ୍ଥ ରୁହନ୍ତି ।

ଟୀକାଦାନ ପରେ ସ୍ତନରେ ସାର୍ସ-କୋଭିଡ୍ ଭୂତାଣୁ ବିରୋଧରେ ଯଥେଷ୍ଟ ପରିମାଣରେ ଆଂଟିବଡି ବିକଶିତ ହୋଇଥାଏ ଏବଂ ନବଜାତ ଶିଶୁଙ୍କ ଶରୀରକୁ ଏହି ଇମୁ୍ୟନିଟି ଯାଇଥାଏ ବୋଲି ଏହି ବରିÂ ପ୍ରଫେସର ଜଣକ ସୂଚନା ଦେଇଛନ୍ତି । ବ୍ରେଷ୍ଟ୍ ଫିଡିଙ୍ଗ୍ ମେଡିସିନାଲ୍ ଜର୍ନାଲ୍ରେ ଦର୍ଶାଯାଇଛି ଯେ, ଶିଶୁମାନେ ଜନ୍ମଗ୍ରହଣ କରିବା ସମୟରେ ସେମାନଙ୍କ ଇମୁ୍ୟନିଟି କ୍ଷମତା ସମ୍ପୂର୍ଣ୍ଣ ବିକଶିତ ହୋଇ ନଥା. ତେଣୁ କରୋନା ଭୂତାଣୁ ବିରୋଧରେ ଲଢେ଼ଇ କରିବାରେ ସେମାନେ କମ୍ ସକ୍ଷମତା ପ୍ରକାଶ କରନ୍ତି । ଏଭଳି ସ୍ଥିତିରେ ସ୍ତନ୍ୟପାନ କରୁଥିବା ଶିଶୁମାନଙ୍କୁ ମା'ମାନେ ପାସିଭ୍ ଇମୁ୍ୟନିଟି ପ୍ରଦାନ କରିଥାନ୍ତି ।
ଚିନ୍ତା କରନ୍ତୁ-ମା'ଖୀର ଶିଶୁ ପାଇଁ ଏକ ଟୁଲ୍ ବକ୍ସ ଭାବରେ କାର୍ଯ୍ୟ କରେ ଯେଉଁଥିରେ ପ୍ରଚୁର ଇମୁ୍ୟନିଟି କ୍ଷମତା ରହିଥାଏ । ଏହି ଟୁଲ୍ ବକ୍ସରେ କୋଭିଡ୍ ଟୀକା ଆଉ ଏକ ନୂଆ ଟୁଲ୍ ଯାହାକି ଆଜିର କୋଭିଡ୍ ମହାମାରୀ ବିରୋଧରେ ଲଢେ଼ଇ ପାଇଁ ଶିଶୁଙ୍କ ସୁରକ୍ଷା କବଚ ଭାବରେ କାର୍ଯ୍ୟ କରିଥାଏ ବୋଲି କହିଛନ୍ତି ପ୍ରଫେସର ଜୋଶେଫ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+