ଭିଡ଼ରୁ ଦୂରରେ ବୁଲି ଯାଆନ୍ତୁ ଏହି ଅଫ୍ ବିଟ ହିଲ୍ ଷ୍ଟେସନ
ପାହାଡିଆ ଅଞ୍ଚଳ ବୁଲିବା କାହାକୁ ବା ପସନ୍ଦ ନୁହେଁ। ଏଠିକାର ପ୍ରାକୃତିକ ପରିବେଶ ମନକୁ ଶାନ୍ତ କରିଦିଏ। କିନ୍ତୁ ଭାରତର ଅଧିକ ହିଲ୍ ଷ୍ଟେସନ ପର୍ଯ୍ୟଟକରେ ଭରି ରହିଥାଏ। କିନ୍ତୁ ଏପରି କିଛି ଜାଗା ଅଛି ଯେଉଁଠି ଆପଣଙ୍କୁ ବହୁତ୍ ଶାନ୍ତି ମିଳିବ।
ମୁମ୍ବାଇ: ପାହାଡିଆ ଅଞ୍ଚଳ ବୁଲିବା କାହାକୁ ବା ପସନ୍ଦ ନୁହେଁ। ଏଠିକାର ପ୍ରାକୃତିକ ପରିବେଶ ମନକୁ ଶାନ୍ତ କରିଦିଏ। କିନ୍ତୁ ଭାରତର ଅଧିକ ହିଲ୍ ଷ୍ଟେସନ ପର୍ଯ୍ୟଟକରେ ଭରି ରହିଥାଏ। କିନ୍ତୁ ଏପରି କିଛି ଜାଗା ଅଛି ଯେଉଁଠି ଆପଣଙ୍କୁ ବହୁତ୍ ଶାନ୍ତି ମିଳିବ। ଲୋକଙ୍କ ଭିଡ ମଧ୍ୟ ନଥିବ। ତେବେ ଆସନ୍ତୁ ଜାଣିବା କେଉଁଠି ରହିଛି ଏହି ହିଲ୍ ଷ୍ଟେସନ।
ଲୋନାର :

କୁହାଯାଏ ମହାରାଷ୍ଟ୍ରର ଲୁନାର ଝିଲ ବା ଲୁନାର ହ୍ରଦ କୌଣସି ଏକ ଉଲ୍କାପିଣ୍ଡ ପଡ଼ିବା ପରେ ସୃଷ୍ଟି ହୋଇଛି। ଆଉ ହ୍ରଦ ଚାରିପାଖେ ସବୁଜୀମାରେ ଭରପୁର। ନିକଟରେ ପୁରୁଣା ମନ୍ଦିର । କୁହାଯାଏ ଏହି ମନ୍ଦିର ଦ୍ବୟ ଷଷ୍ଠ ଓ ଦ୍ଵାଦଶ ଶତାବ୍ଦୀରେ ନିର୍ମାଣ କରାଯାଇଛି ।
ଏଠାରେ ଆପଣ ବାର୍ଡ ୱାଚିଂ, ଫୋଟୋଗ୍ରାଫି, ଆଉଟ୍ ଡୋର କ୍ୟାମ୍ପିଂ ଏବଂ କିଛି ସ୍ମାରକ ବୁଲାବୁଲି କରି ପାରିବେ। ଏହି ଜାଗା ଟି ପୁନେ ଠାରୁ ମାତ୍ର 390 କିଲୋମିଟର ଦୂରରେ।
ସିଂହଗଡ:

ହରିହରେଶ୍ବର:

ରାଜମଚୀ:

ଆବଡା ଖାବଡା ପାହାଡିଆ ରାସ୍ତାରେ ଆଗକୁ ଯିବା ପରେ ଏଠାରେ ରହିଛି ଅନେକ ଗୁମ୍ଫା। ଭିଡ ଜାଗାରୁ ବାହାରିବା ପାଇଁ ହେଲେ ଏହି ସ୍ଥାନକୁ ବୁଲିବା ପାଇଁ ନିଶ୍ଚୟ ଆସନ୍ତୁ । ଦେଖିବେ ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିବ । ଏଠାରେ ଟ୍ରେକିଂ ସହିତ ଆପଣ ସଫାରୀ,ବାର୍ଡ ୱାଚିଂ ସହିତ ଫଟୋଗ୍ରାଫି କରିପାରିବେ । ଏହି ସ୍ଥାନଟି ୱାଇଲ୍ଡ ଫଟୋଗ୍ରାଫର ମାନଙ୍କର ପସନ୍ଦ ନିଶ୍ଚୟ ଆସିବ । କାରଣ ଶାନ୍ତ ପରିବେଶ ସହିତ ପକ୍ଷୀଙ୍କର ଦୈନନ୍ଦିନ ଜୀବନକୁ ନିଜ କ୍ୟାମେରା ଲେନ୍ସରେ କଏଦ କରିବାରେ ସହଜ ହେବ ଫଟୋଗ୍ରାଫରଙ୍କୁ । ଏହି ସ୍ଥାନ ପୁଣେ ଠାରୁ 80 କିଲୋମିଟର ଦୂରରେ ଅବସ୍ଥିତ । ସାଧାରଣତଃ ଯୁବପିଢି ବାଇକ ମାଧ୍ୟରେ ଅନେକ ସ୍ଥାନରୁ ଏଠାକୁ ଆସିଥାନ୍ତି । କିନ୍ତୁ ଏଠାରେ ପହଞ୍ଚିବା ପାଇଁ ଟ୍ରେନ ଏବଂ ବସର ସାହାଯ୍ୟ ନେଇ ପାରିବେ ପର୍ଯ୍ୟଟକ ।
ଲେନୌଦ୍ରୀ













Click it and Unblock the Notifications