ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୫ ମୃତ, ୩ ଗୁରୁତର
Accident News: ଝାଡ଼ଖଣ୍ତରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ନେଇ ସୂଚନା ରହିଛି । ବୋକାରେ ଜିଲ୍ଲା କସମାର ଥାନା ରାମଗଡ଼ ରାସ୍ତାରେ ଦୁର୍ଘଟଣା ଘଟିଛି । ଠିଆ ହୋଇଥିବା ଟ୍ରାକ୍ଟରକୁ ଏବଂ ଟ୍ରଲରକୁ ପଛରୁ ଧକ୍କା ଦେଇଥିଲା ଏକ ବୋଲେରୋ । ଫଳରେ ବୋଲେରୋରେ ଯାତ୍ରା କରୁଥିବା ୮ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୩ ଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା ରହିଛି । ସମସ୍ତ ଆହତଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।













Click it and Unblock the Notifications