Get Updates
Get notified of breaking news, exclusive insights, and must-see stories!

ଧରାବତରଣ କରିବେ ପ୍ରଭୁ ଯୀଶୁ, ସବୁଆଡେ ଉତ୍ସବର ମାହୋଲ

Christmas 2024: ରାତି ପାହିଲେ ପବିତ୍ର ବଡଦିନ ଅର୍ଥାତ ଖ୍ରୀଷ୍ଟମାସ । ପ୍ରଭୁ ଯୀଶୁଙ୍କ ଜନ୍ମଦିନି । ଖ୍ରୀଷ୍ଟ ଧର୍ମରେ ସବୁଠାରୁ ପବିତ୍ର ମନେ କରାଯାଇଥାଏ ଏହି ଦିନକୁ। ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ୨୪ ତାରିଖ ମଧ୍ୟରାତ୍ରୀରେ ଧରାବତରଣ କରିଥାନ୍ତି ପ୍ରଭୁ ଯୀଶୁ। ଧରାପୃଷ୍ଠରେ ପ୍ରଭୁଙ୍କ ସ୍ୱାଗତ ଲାଗି ଚର୍ଚ୍ଚଗୁଡ଼ିକ ଆଲୋକମାଳାରେ ସଜ୍ଜାଯିବା ସହ ସାରା ବିଶ୍ୱ ବର୍ତ୍ତମାନ ଉତ୍ସାହର ମାହୋଲ ।

ରାଜ୍ୟର ସମସ୍ତ ଚର୍ଚ୍ଚକୁ ରଙ୍ଗ ବେରଙ୍ଗ ଲାଇଟରେ ସଜା ଯାଇଛି । ସେହିପରି ଖ୍ରୀଷ୍ଟ ଧର୍ମର ଲୋକଙ୍କ ଘରେ ସାଜସଜ୍ୱା କରାଯାଇଛି ଏବଂ ଆସନ୍ତାକାଲି ପାଇଁ ସୁସ୍ୱାଦ ଖାଦ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଭୁବନେଶ୍ୱର, ରେଉରକେଲା, କନ୍ଧମାଳ ପରି ବିଭିନ୍ନ ଚର୍ଚ୍ଚରେ ପ୍ରଭୁ ଯୀଶୁଙ୍କ ସ୍ୱାଗତ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Christmas


ଧରାପୃଷ୍ଠରେ ପ୍ରଭୁଙ୍କ ସ୍ୱାଗତ ଲାଗି ଚର୍ଚ୍ଚଗୁଡ଼ିକ ଆଲୋକମାଳାରେ ସଜ୍ଜାଯିବା ସହ ସାରା ବିଶ୍ୱ ଆଜିଠୁ ଉତ୍ସବମୁଖର । ଡିସେମ୍ବର ୨୫ରେ ଖ୍ରୀଷ୍ଟିଆନ ଧର୍ମର ଭଗବାନ ଯୀଶୁଙ୍କ ଜନ୍ମ ହୋଇଥିଲା । ଏଥିପାଇଁ ସମଗ୍ର ବିଶ୍ୱରେ ଖ୍ରୀଷ୍ଟିଆନ ଧର୍ମର ଅନୁଗାମୀମାନେ ୨୫ ଡିସେମ୍ବରରେ ପ୍ରଭୁ ଯୀଶୁଙ୍କ ଜନ୍ମଦିନ ପାଳନ କରନ୍ତି । ହେଲେ ବର୍ତ୍ତମାନ ସମସ୍ତ ଧର୍ମର ଲୋକମାନେ ଖ୍ରୀଷ୍ଟମାସ ପାଳନ କରନ୍ତି । ଏହି ଦିନ ଚର୍ଚ୍ଚକୁ ରଙ୍ଗବେରଙ୍ଗୀ ଲାଇଟ୍‌ରେ ସଜାଇବା ସହ ପ୍ରାର୍ଥନା କରାଯାଏ । ଲୋକମାନେ ଉପହାର ଏବଂ ମିଠା ଦେଇ ପରସ୍ପରକୁ ଶୁଭ ଖ୍ରୀଷ୍ଟମାସ କାମନା କରନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+