ପୁଣି ବଢିଲା ସୁନା ଦର: ଜାଣନ୍ତୁ ସପ୍ତାହ ଆରମ୍ଭରୁ କେତେ ରହିଛି Gold Rate
Gold Rate: ୧୦ ଫେବୃଆରୀ ୨୦୨୫ ରେ ସୁନା ଏବଂ ରୂପା ମୂଲ୍ୟରେ ପରିବର୍ତ୍ତନ ଦେଖିବା ପାଇଁ ମିଳିଛି । ସୁନାର ମୂଲ୍ୟ ବୃଦ୍ଧି ପାଇଛି ହେଲେ ରୂପାର ମୂଲ୍ୟ ସ୍ଥିର ରହିଛି। ବିବାହ ଋତୁ ଯୋଗୁଁ ସୁନା ଏବଂ ରୂପାର ଚାହିଦା ବର୍ତ୍ତମାନ ଅଧିକ ରହିଛି ।

ଯଦି ଆପଣ ମଧ୍ୟ ସୁନା କିଣିବାକୁ ଯୋଜନା କରୁଛନ୍ତି ତେବେ ଆଜିର ଦର ଉପରେ ନଜର ପକାନ୍ତୁ । ଆଜି, ସୋମବାର ୧୦ ଫେବୃଆରୀ ୧୦ ୨୦୨୫ରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୬,୮୧୦ ଟଙ୍କା, ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମକୁ ୭୯,୫୯୦ ଟଙ୍କା ରହିଛି । ରୂପାର ମୂଲ୍ୟ ପ୍ରତି କିଲୋ ୯୯,୪୦୦ ଟଙ୍କା ରହିଛି ।












Click it and Unblock the Notifications