ଏହି ଦେଶର ଜାତୀୟ ପଶୁ ଗାଈ, ଦେଶର ନାମ ଜାଣିଲେ ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗିବ

ଗାଈକୁ ଆମେ ଗୋମାତା ବୋଲି କହିଥାଉ । ଭାରତରେ ଗୋମାତାଙ୍କୁ ପୂଜା କରାଯାଏ । ହିନ୍ଦୁ ଧର୍ମାବଲମ୍ବୀ ମାନେ ଗାଈକୁ ମା' ବୋଲି ମାନିଥାନ୍ତି । ହେଲେ ଗାଈ ଆମର ଜାତୀୟ ପଶୁ ନୁହେଁ ।

ଭାରତ ବର୍ଷରେ ଗାଈକୁ ସମସ୍ତେ ମୁଣ୍ଡିଆ ମାରନ୍ତି । ଗାଈ ଦେହରେ ଗୋଡ ବାଜିଲେ ଆମେ ତାକୁ ଛୁଇଁ ବିଷ୍ଣୁ ବୋଲି କହିଥାଉ । ଆମେ ତାଙ୍କୁ ପୂଜା କରିଥାଉ । ପର୍ବପର୍ବାଣୀରେ ଆମେ ଗାଈକୁ ପୂଜା କଲା ପରେ କୌଣସି କାମ କରିଥାଉ ।

cow

ରାକ୍ଷୀ ପୂର୍ଣ୍ଣିମାରେ ଆମେ ଗାଈକୁ ପୂଜା କଲା ପରେ ଘରେ ରାକ୍ଷୀ ପିନ୍ଧୁ । ଆଉ ସେହିପରି ଅନେକ ପର୍ବପର୍ବାଣୀରେ ଘରେ ଗାଈକୁ ପ୍ରଥମେ ପୂଜା କରାଯାଏ । ମହୋଦେବଙ୍କ ବାହାନ ହେଉଛି ବଳଦ । ସେହିପରି ଅନେକ ମଦିରରେ ଗାଈକୁ ପୂଜା କରାଯାଏ ।

ହେଲେ ଗାଈ ଭାରତର ଜାତୀୟ ପଶୁ ନୁହେଁ । ରୟାଲ ବେଙ୍ଗଲ ଟାଇଗର ଭାରତର ଜାତୀୟ ପଶୁ ମାନ୍ୟତା ପାଇଛି । ହେଲେ ଏମିତି ଏକ ଦେଶ ଅଛି ଯାହାର ଜାତୀୟ ପଶୁ ହେଉଛି ଗାଈ । ନେପାଳର ଜାତୀୟ ପଶୁ ହେଇଛି ଗାଈ । ନେପାଳକୁ ନିଜକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରିଥିଲା।

ଏବେ ଏହା ଧର୍ମନିରପେକ୍ଷ ଲୋକତାନ୍ତ୍ରିକ ଗଣରାଜ୍ୟ ହୋଇଛି । ପ୍ରଥମେ ଏଠାରେ ରାଜା ଶାସନ ଥିବା ବେଳେ ଏବେ ଏହା ସଂଘୀୟ ଗଣରାଜ୍ୟ ହୋଇଛି ।

୨୦୧୫ ସେପ୍ଟେମ୍ବର ୨୦ରେ ନେପାଳରେ ନୂଆ ସମ୍ବିଧାନ ଘୋଷଣା କରାଯାଇଥିଲା। ଏହାପରେ ନେପାଳର ହିନ୍ଦୁ ରାଷ୍ଟ୍ର ମାନ୍ୟତା ସମାପ୍ତ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+