ପାରଦ ଖସୁଛି ତଳକୁ ତଳକୁ : 11 ସହରର ତାପମାତ୍ରା 15 ଡିଗ୍ରୀ ତଳେ
11 ସହରର ତାପମାତ୍ରା 15 ଡିଗ୍ରୀ ତଳେ
ଭୁବନେଶ୍ୱର : ରାଜ୍ୟରେ ଲଗାତାର ଭାବରେ ତାପମାତ୍ରା କମିବାରେ ଲାଗିଛି । ଗତ ଶନିବାର ପାଞ୍ଚଟି ସହରର ତାପମାତ୍ରା 15 ଡିଗ୍ରୀ ତଳେ ରହିଥିଲା । ଆଜି 11ଟି ସହରର ତାପମାତ୍ରା 15 ଡିଗ୍ରୀ ତଳେ ରହିଛି । ସୋନପୁରରେ ତାପମାତ୍ରା 9.6 ଡିଗ୍ରୀ ରହିଛି ।













Click it and Unblock the Notifications