Get Updates
Get notified of breaking news, exclusive insights, and must-see stories!

ଏହି ରାଜ୍ୟରେ ବ୍ୟାନ୍ ହେଲା ମିୟୋନିଜ

Telangana Bans Mayonnaise: ଅଧିକାଂଶ ଲୋକ ମୋମୋ ସହ ମିୟୋନିଜ ଖାଇବା ପସନ୍ଦ କରନ୍ତି । ହେଲେ ଏଣିକି ଏହି ରାଜ୍ୟରେ ଆଉ ମୋମୋ ସହ ମିଳିବ ନାହିଁ ମିୟୋନିଜ । ନିକଟେରେ ତେଲେଙ୍ଗାନାରେ ରାଜ୍ୟ ସରକରା ମିୟୋନିଜକୁ ବ୍ୟାନ୍ କରିବାର ନିଷ୍ପତ୍ତି ନେଇଛନ୍ତି । କାରଣ ଏହା ଖାଇବା ଦ୍ୱାରା ଅନେକ ଲୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖିବା ପାଇଁ ମିଳୁଛି । ଯେଉଁଥି ପାଇଁ ଆଜିଠୁ ତେଲେଙ୍ଗାନାରେ ମିୟୋନିଜକୁ ବ୍ୟାନ୍ କରାଯାଇଛି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ହାଇଦ୍ରାବାଦରେ ନିକଟରେ ମୋମୋ ଖାଇବା ପରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ସେହିପରି ୪୦ରୁ ଅଧିକ ଜଣ ଅସୁସ୍ଥ ହୋଇ ପଡିଛନ୍ତି । ପ୍ରାଥମିକ ଯାଞ୍ଚରୁ ସ୍ପଷ୍ଚ ହୋଇଥିଲା ଯେ ସେମାନେ ମୋମୋ ଖାଇଥିଲେ। ସେହିପରି ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି । ସମସ୍ତ ଦୋକାନୀ ଜଣେ ସପ୍ଲାୟର୍ସଙ୍କ ନିକଟରୁ ମୋମୋ ଆଣୁଥିବା ନେଇ ସୂଚନା ରହିଥିଲା । ତେବେ ମୋମୋ ଖାଇବା ଦ୍ୱାରା ଫୁଡ ପଏଜନିଂ ହେବାରୁ ଏପରି ଘଟଣା ଘଟିଛି ବୋଲି ସ୍ପଷ୍ଟ ହୋଇଛି ।

Telangana bans Mayonnaise

ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ମୋମୋ ପ୍ରସ୍ତୁତ ହେଉଥିବା ସ୍ଥାନରେ ଚଢ଼ାଉ କରାଯାଇଥିଲା ଏବଂ ମୋମୋ ସହ ମିୟୋନିଜର ମଧ୍ୟ ପରୀକ୍ଷା ପାଇଁ ପଠାଯାଇଥିଲା । ତେବେ ମିୟୋନିଜ କଞ୍ଚା ଅଣ୍ଡାରୁ ପ୍ରସ୍ତୁତ ହେଉଥିବାରୁ ଏହା ଫୁଡ ପଏଜନିଂର କାରଣ ହୋଇପାରେ । ଯାହା ପରେ ତେଲେଙ୍ଗାନା ସରକାର ତୁରନ୍ତ ଏହାକୁ ବ୍ୟାନ୍‌ କରିଛନ୍ତି। ଆଜିଠୁ ବର୍ଷେ ପର୍ଯ୍ୟନ୍ତ ତେଲେଙ୍ଗାନାରେ ମିୟୋନିଜ ବ୍ୟାନ୍ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+