Get Updates
Get notified of breaking news, exclusive insights, and must-see stories!

ଆତ୍ମହତ୍ୟା କଲେ ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ

ଆତ୍ମହତ୍ୟା କଲେ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ପୁରୁଷ ବନ୍ଧୁ । ରଶ୍ମିରେଖାଙ୍କ ମୃତ୍ୟୁର ୧୬ଦିନ ପରେ ପ୍ରେମିକ ସନ୍ତୋଷ ପାତ୍ର କଲେ ଆତ୍ମହତ୍ୟା ।

ରାଉଲକେଲା: ଆତ୍ମହତ୍ୟା କଲେ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ପୁରୁଷ ବନ୍ଧୁ । ରଶ୍ମିରେଖାଙ୍କ ମୃତ୍ୟୁର ୧୬ଦିନ ପରେ ପ୍ରେମିକ ସନ୍ତୋଷ ପାତ୍ର କଲେ ଆତ୍ମହତ୍ୟା ।ନିଜ ଘରେ ବେକରେ ବେଡସିଟ୍ ଲଗାଇ ଆତ୍ମହତ୍ୟା କରିଥିଲେ । ଗତକାଲି ରାତି ସାଢେ ୧୦ଟା ସମମୟରେ ନିଜ ଘରେ ସନ୍ତୋଷ ଆତ୍ମହତ୍ୟା କରିବାର ଅଭିଯୋଗ ରହିଛି । ବର୍ତ୍ତମାନ ଉଦିତନଗର ଥାନା ପୋଲିସ ଆରମ୍ଭ କରିବା ସହ ମୃତଦେହକୁ ରାଉଲକେଲା ସରକାରୀ ମେଡିକାଲର ମର୍ଗ ହାଇସରେ ରଖାଯାଇଛି ।

ODISHA

ତେବେ ପୁଅର ମାନସିକସ୍ଥିତି ପୁରା ଠିକ୍ ଥିଲା ବୋଲି କହିଛନ୍ତି ପରିବାର ଲୋକେ । ରଶ୍ମିରେଖାଙ୍କ ମୃତ୍ୟୁ ପରେ ସେ ଖୁବ ଭାଙ୍ଗିପଡିଥିଲେ ।ତେବେ ସନ୍ତୋଷ ରଶ୍ମିରେଖାଙ୍କ ସହ ଭୁବନେଶ୍ୱର ନୟାପଲ୍ଲୀରେ ଭଡାରେ ରହୁଥିଲେ । ଅଭିନେତ୍ରୀଙ୍କ ଆତ୍ମହତ୍ୟା ପରେ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା ।କିଛି ଦିନ ଜେଲରେ ରହିବା ପରେ ସେ ବେଲ ପାଇ ରାଉଲକେଲା ଫେରିଆସିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+