ଓଡ଼ିଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି

Odisha News: ଓଡ଼ିଶା ଗସ୍ତରେ ଆସିବେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନଗୁମରତ୍ନମ । ସେ ଆସନ୍ତା ୧୮ ଓ ୧୯ ତାରିଖରେ ଆସିବା ନେଇ ସୂଚନା ରହିଛି । ଭାରତ-ସିଙ୍ଗାପୁର ୬୦ ବର୍ଷର କୂଟନୈତିକ ପୂର୍ତ୍ତି ପାଇଁ ଆସିବେ। ପେଟ୍ରୋ କେମିକାଲ୍ସ, ଗ୍ରୀନ ଏନର୍ଜି ଆଜି କ୍ଷେତ୍ରରେ ବୁଝାମଣା ସମ୍ଭାବନା ରହିଛି ।

Tharman Shanmugaratnam
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+