ସେପ୍ଟେମ୍ବରରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁ କେଉଁ ଦିନ ରହିବ ଛୁଟି
September Bank Holidays List: ସେପ୍ଟେମ୍ବର ମାସରେ ଅନେକ ପର୍ବ ପର୍ବାଣୀ ରହିଛି । ତେଣୁ ଏହି ମାସରେ ଅନେକ ଛୁଟି ରହିବ ଏବଂ ଅନେକ ଦିନ ବ୍ୟାଙ୍କ ମଧ୍ୟ ଛୁଟି ରହିବ, ଏହି କାରଣରୁ ବ୍ୟାଙ୍କଗୁଡିକ ସେପ୍ଟେମ୍ବରରେ 15 ଦିନ ବନ୍ଦ ରହିବାକୁ ଯାଉଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ତିଆ ସେପ୍ଟେମ୍ବର ମାସର ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି ।
ତେବେ ପ୍ରତ୍ୟେକ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବ୍ୟାଙ୍କଗୁଡ଼ିକ ମଧ୍ୟ ବନ୍ଦ ରହିଥିବାବେଳେ କେତେକ ସ୍ଥାନରେ ରାଜ୍ୟସ୍ତରୀୟ ପର୍ବ ଆଧାରରେ ବ୍ୟାଙ୍କ ଛୁଟି ଘୋଷଣା କରାଯାଏ । ଯଦି ଆପଣଙ୍କର କୌଣସି ବ୍ୟାଙ୍କ କାମ ଅଛି ତେବେ ତୁରନ୍ତ ଏହାକୁ କରି ନିଅନ୍ତୁ ନଚେତ୍ ଛୁଟିଦିନ ହେତୁ ଆପଣଙ୍କ କାମ ଅଟକି ଯିବାର ସମ୍ଭାବନା ରହିଛି ।

1 ସେପ୍ଟେମ୍ବର, 2024-ରବିବାର
4 ସେପ୍ଟେମ୍ବର, 2024- ଶ୍ରୀମନ୍ତ ସଙ୍କରଦେବଙ୍କ ତିରୋବାଭ ତିଥି
7 ସେପ୍ଟେମ୍ବର 2024 - ଗଣେଶ ପୂଜା
8 ସେପ୍ଟେମ୍ବର 2024- ରବିବାର
14 ସେପ୍ଟେମ୍ବର 2024 - ଦ୍ୱିତୀୟ ଶନିବାର
15 ସେପ୍ଟେମ୍ବର 2024 - ରବିବାର
16 ସେପ୍ଟେମ୍ବର 2024 - ବାରାୱାଫଟ୍
17 ସେପ୍ଟେମ୍ବର 17 2024- ମିଲାଦ-ଓନ୍-ନାବି (ଗ୍ୟାଙ୍ଗଟକ)
18 ସେପ୍ଟେମ୍ବର 2024 ପଙ୍ଗ-ଲାହାବସୋଲ (ଗାଙ୍ଗଟକ)
20 ସେପ୍ଟେମ୍ବର 2024 ଇଦ୍-ଏ-ମିଲାଦ-ଉଲ-ନାବି
21 ସେପ୍ଟେମ୍ବର 2024 - ଶ୍ରୀ ନାରାୟଣ ଗୁରୁ ସମାଧୀ ଦିବସ
22 ସେପ୍ଟେମ୍ବର 2024 - ରବିବାର
23 ସେପ୍ଟେମ୍ବର 2024 - ମହାରାଜା ହରି ସିଂଙ୍କ ଜନ୍ମ ବାର୍ଷିକୀ
28 ସେପ୍ଟେମ୍ବର 2024 - ଚତୁର୍ଥ ଶନିବାର
29 ସେପ୍ଟେମ୍ବର 2024 - ରବିବାର
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications