ରେକର୍ଡ ରଚିଲା ସେୟାର ମାର୍କେଟ୍: ପ୍ରଥମ ଥର ୮୫ ହଜାର ଛୁଇଁଲା
Sensex: ରେକର୍ଡ ରଚିଲା ସେୟାର ମାର୍କେଟ୍ । ପ୍ରଥମ ଥର ପାଇଁ 84 ହଜାର ଟଙ୍କା ଅତିକ୍ରମ କରିଛି । ଏହା ପରେ ନିଫ୍ଟି ବି ଉପରାମୁହାଁ, ୨୬ ହଜାର ମାର୍କ ନିକତର ହୋଇଛି । ବର୍ତ୍ତମାନ ବଜାରରେ ଉତ୍ସାହର ବାତାବରଣ ଦେଖାଦେଇଛି । ଆଜି ୮୪ ହଜାର ୭୮୭ ପଏଣ୍ଟରୁ କାପବାର ଆରମ୍ଭ କରି ୮୫ ହଜାର ଛୁଇଁଛି ।

ସୂଚନା ଅନୁସାରେ, ଆଜି ସେନସେକ୍ସ ପ୍ରାୟ ୯୦ ପଏଣ୍ଟପୁ ମାର୍କେଟ୍ ଓପନିଂ କରି ୮୫, ୦୧୭ ପଏଣ୍ଟରେ କାରବାର କରିଛି । ସେନସେକ୍ସ ପ୍ରଥମ ଥର ପାଇଁ ୮୫ ହଜାର ମାର୍କ ଅତିକ୍ରମ କରିଛି । ଏନଏସଇର ନିଫ୍ଟିଂ ୫୦ ଇଣ୍ତେକ୍ସ ପ୍ରାୟ ୩୩ ପଏଣ୍ଟ ହାସଲ କରିଛି ୨୫, ୯୭୫ ପଏଣ୍ଟ ନିକଟରେ ରହିଛି ।












Click it and Unblock the Notifications