ପାକିସ୍ତାନୀ ଇନଫ୍ଲୁଏନ୍ସରଙ୍କ ସହ ଲଣ୍ତନରେ ଛୁଟି କାଟୁଛନ୍ତି ସାରା ତେନ୍ଦୁଲକର !
Sara Tendulkar In London: ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରୁହନ୍ତି । ବର୍ତ୍ତମାନ ସାରା ତେନ୍ଦୁଲକର ଲଣ୍ଡନରେ ତାଙ୍କ ଛୁଟି ଉପଭୋଗ କରୁଛନ୍ତି । ସାରା ତେନ୍ଦୁଲକର ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ସେୟାର ମଧ୍ୟ କରୁ୍ଥିବାର ଦେଖିବା ପାଇଁ ମିଳୁଛି । ଏହି ଫଟୋ ଏବଂ ଭିଡିଓଗୁଡିକରେ ସାରା ତେନ୍ଦୁଲକର ପାକିସ୍ତାନୀ ପ୍ରଭାବଶାଳୀ ସୁଫି ମଲିକଙ୍କ ସହ ନଜର ଆସିଛନ୍ତି। ବାସ୍ତବରେ, ସୁଫି ମଲିକ୍ LGBTQ ସମ୍ପ୍ରଦାୟରେ ତାଙ୍କର ଅବଦାନ ପାଇଁ ବେଶ୍ ଫେମସ୍ । ନିକଟରେ ସୁଫି ମଲିକ ବିବାହର କିଛି ଦିନ ପୂର୍ବରୁ ଅଞ୍ଜଳି ଚକ୍ରଙ୍କ ସହ ତାଙ୍କର ବ୍ରେକଅପ୍ ପାଇଁ ଚର୍ଚ୍ଚାରେ ରହିଥିଲେ ।

ତେବେ ସାରା ତେନ୍ଦୁଲକର ଏବଂ ସୁଫି ମଲିକଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ, ଉଭୟ ଲଣ୍ଡନର ରେଜିଣ୍ଟ୍ ପାର୍କରେ ନଜର ଆସୁଛନ୍ତି । ସୋସିଆଲ ମିଡିଆ ୟୁଜର୍ସ କ୍ରମାଗତ ଭାବରେ ଏହି ଫଟୋ ଉପରେ କମେଣ୍ଟ କରୁଥିବାର ଦେଖିବା ପାଇଁ ମିଳୁଛି । ସାରା ତେନ୍ଦୁଲକର ଦେଶ ତଥା ବିଦେଶ ଭ୍ରମଣ କରିବାକୁ ପସନ୍ଦ କରନ୍ତି । ସାରା ତେନ୍ଦୁଲକର ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ସେୟାର କରୁଥିବା ଦେଖିବାକୁ ମିଳିଥାଏ ।
ବର୍ତ୍ତମାନ ସେ ଲଣ୍ଡନରେ ଛୁଟି କାଟୁଛନ୍ତି । ଅନ୍ୟପଟେ ସାରା ତେନ୍ଦୁଲକର ଏବଂ ଭାରତୀୟ କ୍ରିକେଟର ଶୁଭମାନ ଗିଲଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଦୁହେଁ ଅନେକ ଥର ଲାଇମ୍ ଲାଇଟରେ ରହିଥାନ୍ତି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications