ଆଜି ହଜାରେ ତଳକୁ ସଂକ୍ରମଣ : ଗତ 24 ଘଣ୍ଟାରେ 17 ମୃତ

ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ 24 ଘଣ୍ଟା ରେ 753 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କୋଭିଡ 19

ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ 24 ଘଣ୍ଟା ରେ 753 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ସଂଗରୋଧ କେନ୍ଦ୍ରରୁ 454 ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମଣ 319 ଜଣ ରହିଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ 75 ଜଣ, ଖୋର୍ଧାରୁ 74 ଜଣ, କଟକରୁ 41 ଜଣ, ଅନୁଗୁଳରୁ 47 ଜଣ ଓ ନୂଆପଡାରୁ 65 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ସଂକ୍ରମଣକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 ଲକ୍ଷ 8 ହଜାର 659ରେ ପହଞ୍ଚିଛି । ସେପଟେ ଗତ 24 ଘଣ୍ଟାରେ ରାଜ୍ୟରେ 17 ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା 15 ଶହ 27ରେ ପହଞ୍ଚିଛି । ତେବେ ବିଗତ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+