ନାବାଳିକା ଗଣଦୁଷ୍କର୍ମ ମାମଲା : ଓଟିଭି ଏମଡିଙ୍କ ସମେତ କ୍ରାଇମବ୍ରାଞ୍ଚ ଓ ଭୁବନେଶ୍ୱର ଡିସିପିଙ୍କୁ ନୋଟିସ୍
ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଓଟିଭି ଏମଡିଙ୍କ ସମେତ ଏହି ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ଅଧିକାରୀ ଓ ଭୁବନେଶ୍ୱର ଡିସିପିଙ୍କୁ ହାଜର ହେବା ପାଇଁ ନୋଟିସ୍ ଜାରି କରିଛନ୍ତି ।
ଭୁବନେଶ୍ୱର : ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଆଜି ରାଜ୍ୟ ଶିଶୁ ଅଧିକାର ଆୟୋଗ ଓଟିଭି ଏମଡିଙ୍କ ସମେତ ଅନ୍ୟ ଦୁଇ ଜଣଙ୍କୁ ନୋଟିସ୍ କରିଛନ୍ତି । ଆସନ୍ତା 18 ତାରିଖରେ ଏହି ମାମଲାର ଶୁଣାଣି ହେବାକୁ ଥିବା ବେଳେ ଏହି ମାମଲାରେ ଓଟିଭି ଏମଡିଙ୍କ ସମେତ କ୍ରାଇବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ଓ ଭୁବନେଶ୍ୱର ଡିସିପିଙ୍କୁ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଛି । ନୋଟିସ୍ ସମ୍ପର୍କରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।













Click it and Unblock the Notifications