Get Updates
Get notified of breaking news, exclusive insights, and must-see stories!

ନ୍ୟୁଜିଲ୍ୟାଣ୍ଡରେ ହେଲା ନୂଆ ବର୍ଷର ସ୍ୱାଗତ

Happy New Year 2025: ନ୍ୟୁଜିଲ୍ୟାଣ୍ଡରେ ହେଲା ନୂଆ ବର୍ଷର ସ୍ୱାଗତ । ନୂତନ ବର୍ଷ ଅର୍ଥାତ୍ 2025 ବର୍ଷ ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡରେ ଆତସବାଜି ସହିତ ଆରମ୍ଭ ହୋଇଯାଇଛି । ଦେଶ ୨୦୨୪କୁ ବିଦାୟ ଦେବା ସହ ୨୦୨୫କୁ ସ୍ୱାଗତ କରିଛି ।

New Year 2025

ଭାରତୀୟ ସମୟ ଅନୁସାର, ଅପରାହ୍ନ ୪ଟା ବେଳେ ନ୍ୟୁଜିଲ୍ୟାଣ୍ତରେ ନୂଆ ବର୍ଷର ଆରମ୍ଭ ହୋଇଯାଇଛି । ତେବେ ନୂତନ ବର୍ଷକୁ ବେଶ ଧୂମଧାମରେ ସାରା ଦେଶ ସ୍ୱାଗତ କରିଛି । ସୋସିଆଲ ମିଡିଆରେ ଅନେକ ଭଡିଓ ଭାଇରାଲ ହେଉଛି । ବର୍ତ୍ତମାନ ବିଶ୍ୱର ଅନ୍ୟ ସମସ୍ତ ଦେଶ ବେଶ୍ ଉତ୍ସାହ ସହ ନୂତନ ବର୍ଷ ଅପେକ୍ଷାରେ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+