Get Updates
Get notified of breaking news, exclusive insights, and must-see stories!

କୁକୁର ଭୁକିବାରୁ ମାଲିକଙ୍କୁ ମାଡ଼ ,ଜଣେ ବ୍ୟକ୍ତିଙ୍କ ଆକ୍ରମଣରେ ୩ ଜଣ ଗୁରୁତର

ଲୁହା ରଡରେ କୁକୁର ସହ ମାଲିକକୁ ମାଡ଼ । ଜଣେ ବ୍ୟକ୍ତିଙ୍କ ଆକ୍ରମଣରେ ୩ ଜଣ ବ୍ୟକ୍ତି ଆହତ ହୋଇଛନ୍ତି

ନୂଆଦିଲ୍ଲୀ:କୁକୁର ରଖିଛନ୍ତି କି ସାବଧାନ ହୋଇଯାଆନ୍ତୁ । ଆପଣଙ୍କ ସହ ମଧ୍ୟ ଘଟିପାରେ ଅଘଟଣ ।କୁକୁର ଭୁକିବାରୁ ଲୁହା ରଡରେ କୁକୁର ସହ ମାଲିକକୁ ମାଡ଼ । ଜଣେ ବ୍ୟକ୍ତିଙ୍କ ଆକ୍ରମଣରେ ୩ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଏପରି ଘଟଣା ଘଟିଛି ଦିଲ୍ଲୀର ପଶ୍ଚିମ ବିହାର ଅଞ୍ଚଳରେ । ଆଜି ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ସାଉଁଟୁଛି ଦିଲ୍ଲୀ ଏହି ଖବର ।ଭିଡିଓ ସହ କିଛି ଫଟୋ ମଧ୍ୟ ଭାଇରାଲ ହୋଇଛି ।

ନିଜ କୁକୁରକୁ ବ୍ୟକ୍ତି ଜଣକ ବୁଲାଇବା ସମୟରେ ସମୟରେ ଫଟୋରେ ନଜର ଆସୁଥିବା ଲାଲ ରଙ୍ଗର ଟିସାର୍ଟ ପିନ୍ଧିଥିବା ଜଣେ ପ୍ରଥମେ ଲୁ଼ହା ରଡରେ କୁକୁର ଉପରେ ଆକ୍ରମଣ କରିଛନ୍ତି ।ମାଲିକ ଅଟକାଇବା ପାଇଁ ଚେଷ୍ଟାକରିବାରୁ ସେ ତାଙ୍କୁ ମଧ୍ୟ ଲୁହା ରଡରେ ମାରିବା ଆରମ୍ଭ କରିଦେଇଥିଲେ ।

DOG

ତେବେ ପଶ୍ଚିମ ବିହାର ଇଷ୍ଟ ପୋଲିସ ଷ୍ଟେସନରେ ମାମାଲା ରୁଜୁ ହୋଇଛି । ଘଟଣାର ତଦନ୍ତ ଚାଲିଛି ଖୁବ ଶିଘ୍ର ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଘଟଣାକୁ ସୋସିଆସ ମିଡିଆରେ ତିବ୍ର ନିନ୍ଦା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+