ପ୍ରୟାଗରାଜରେ ଜନ ସମୁଦ୍ର: ମାଘ ପୂର୍ଣ୍ଣିମାରେ ଆସ୍ଥାର ବୁଡ଼ ପକାଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ,
ଆଜି ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ କୁମ୍ଭମେଳାରେ ଦେଖିବା ପାଇଁ ମିଳିଛି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ । ସକାଳୁ ପ୍ରୟାଗରାଜ ସଙ୍ଗମରେ ବହୁ ସଂଖ୍ୟାରେ ଭକ୍ତ ଅମୃତ ସ୍ନାନ କରୁଛନ୍ତି । ଲୋକଙ୍କ ଭିଡ଼କୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ଏବଂ ସୁରକ୍ଷାବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।













Click it and Unblock the Notifications