ଜାଣନ୍ତୁ ଆଜି କେତେ ରହିଛି ସୁନା-ରୂପା ଦର

Gold Rate Today: ଆଜିର ସମୟରେ ସୁନାର ମହତ୍ତ୍ୱ କେବଳ ଅଳଙ୍କାରରେ ସୀମିତ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିନିଯୋଗ ବିକଳ୍ପ ମଧ୍ୟ ସାଜିଛି । ବିଭିନ୍ନ କାରଣ ପାଇଁ ଘରୋଇ ଏବଂ ଆନ୍ତର୍ଜାତୀୟ ବଜାରରେ ସୁନା ଦର ପ୍ରତିଦିନ ବଦଳିଥାଏ । ଡଲାର ତୁଳନାରେ ଟଙ୍କାର ସ୍ଥିତି, ଆନ୍ତର୍ଜାତୀୟ ବଜାର ଚାହିଦା, ଅଶୋଧିତ ତୈଳ ମୂଲ୍ୟ ଏବଂ ବିଶ୍ୱ ରାଜନୈତିକ ପରିସ୍ଥିତି ସମେତ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଥାଏ ।

ସୁନା ସହିତ ରୂପା ମୂଲ୍ୟ ମଧ୍ୟ ଆଜି ବୃଦ୍ଧି ପାଇଛି । ଆଜି ଭାରତରେ 22 କ୍ୟାରେଟ୍ ସୁନା ପାଇଁ ଗ୍ରାମ ପିଛା 6,565 ଏବଂ 24 କ୍ୟାରେଟ୍ ସୁନା ଗ୍ରାମ ପିଛା 7,162 ଟଙ୍କା ରହିଛି । ରୂପା ମୂଲ୍ୟ ଆଜି ସାମାନ୍ୟ ବୃଦ୍ଧି ପାଇଛି, କିଲୋଗ୍ରାମ ପିଛା 83,500 ଟଙ୍କା ବିକ୍ରି ହେଉଛି ରୂପା ।

Gold Rate

ଆପଣ ସହଜରେ ସୁନାର ମୂଲ୍ୟ ଜାଣିବା ପାଇଁ 8955664433 ରେ ଏକ ମିସ୍ କଲ୍ ଦେଇ ଆପଣ 22 କ୍ୟାରେଟ୍ ସୁନା ଏବଂ 18 କ୍ୟାରେଟ୍ ସୁନା ହାର ଜାଣିପାରିବେ । ଏହି ନମ୍ବରରେ ମିସ୍ କଲ କରିବା ପରେ ଆପଣଙ୍କୁ ଏକ ଏସଏମଏସ୍ ଆସିବ ଯେଉଁଥିରେ ସୁନା ମୂଲ୍ୟ ବିଷୟରେ ସମ୍ପୁର୍ଣ୍ଣ ସୂଚନା ମିଳିପାରିବ ।

ଆଜି ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର 64,710 ଟଙ୍କା ଥିବା ବେଳେ 24 କ୍ୟାରେଟ୍ ସୁନା ଦର 70,590 ଟଙ୍କା ରହିଛି ।

ମୁମ୍ବାଇରେ 22 କ୍ୟାରେଟ୍ ସୁନା ମୂଲ୍ୟ 64,710 ଟଙ୍କାର ଏବଂ 24 କ୍ୟାରେଟ୍ ସୁନା ଦର 70,590 ଟଙ୍କା ରହିଛି ।

ନୂଆଦିଲ୍ଲୀରେ 22 କ୍ୟାରେଟ୍ ସୁନ ମୂଲ୍ୟ 64,860 ଏବଂ 24 କ୍ୟାରେଟ୍ ସୁନା ଦର 70,740 ଟଙ୍କା ରହିଛି ।

ଚେନ୍ନାଇରେ 22 କ୍ୟାରେଟ୍ ସୁନା ଦର 64,710 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 70, 590 ଟଙ୍କା ରହିଛି ।

କୋଲକତାରେ 22 କ୍ୟାରେଟ୍ ସୁନା ଦର 64,710 ଏବଂ 24 କ୍ୟାରେଟ୍ ସୁନା ଦର 70, 590 ଟଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+