ଜାଣନ୍ତୁ କେତେ ରହିଛି ଆଜିର ସୁନା ଦର
Gold Rate: ଆଜି ଯଦି ସୁନା କିଣିବାର ଯୋଜନା କରୁଛନ୍ତି ତେବେ ତାହା ପୂର୍ବରୁ ସୁନା ଦର ଉପର ନଜର ପକାନ୍ତୁ । ଆଜି ଶୁକ୍ରବାର ୭ ଫେବୃଆରୀ ୨୦୨୫ ରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୮୬,୬୭୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମକୁ ୭୯,୪୬୦ ଟଙ୍କା ରହିଛି । ସେହିପରି ରୂପାର ମୂଲ୍ୟ ପ୍ରତି କିଲୋଗ୍ରାମ ୯୯,୪୦୦ ଟଙ୍କା ରହିଛି ।

ଆଜି ଦିଲ୍ଲୀରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୮୬,୬୭୦ ଟଙ୍କା ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପ୍ରାୟ ୭୯,୪୬୦ ଟଙ୍କା ରହିଛି ।












Click it and Unblock the Notifications