ଜାଣନ୍ତୁ ଆଜିର ସୁନା ଦର-ରୂପା ଦର
Gold Price In India: 20 ଡିସେମ୍ବର ଶୁକ୍ରବାର ଦିନ ମଧ୍ୟ ସୁନା ଦର ହ୍ରାସ ପାଇଛି । ତେବେ ଯେଉଁ ମାନେ ସୁନା କିଣିବା ପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ଲଗାତାର ତୃତୀୟ ଦିନ ପାଇଁ ସୁନା ଶସ୍ତା ହୋଇଛି । ଦେଶର ସମସ୍ତ ସହରରେ 24 କ୍ୟାରେଟ୍ ସୁନା ମୂଲ୍ୟ 77,000 ରୁ ଅଧିକ ରହିଥିବା ବେଳେ 22 କ୍ୟାରେଟ୍ ସୁନା ଦର 70 ହଜାରରୁ ଅଧିକ ରହିଛି । ଆଜି ରୂପା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଆଜି ଏକ କିଲୋଗ୍ରାମ ରୂପା ଦର 91,500 ଟଙ୍କା ରହିଛି ।
ଆଜି ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 77 ହଜାର 280 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି ପ୍ରାୟ 70,850 ଟଙ୍କା ରହିଛି ଏବଂ ମୁମ୍ବାଇରେ 24 କ୍ୟାରେଟ୍ ସୁନା ର 10 ଗ୍ରାମ ମୂଲ୍ୟ 77,130 ଟଙ୍କା ଏବଂ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 70,700 ଟଙ୍କା ସେହିପରି କୋଲକାତାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 70,700 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 77,130 ଟଙ୍କା ରହିଛି ।

ଚେନ୍ନାଇରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 70,700 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 77,130 ଟଙ୍କା ରହିଛି । ଅହମ୍ମଦାବାଦରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 70,750 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 77,180 ଟଙ୍କା ରହିଛି ।
ସେହିପରି ଜୟପୁରରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 70,850 ଟଙ୍କା ଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 77,280 ଟଙ୍କା ରହିଛି । ପାଟନାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 70,750 ଟଙ୍କା 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 77,180 ଟଙ୍କା ରହିଛି ହାଇଦ୍ରାବାଦରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 70,700 ଟଙ୍କା 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 77,130 ଟଙ୍କା ରେକର୍ଡ କରାଯାଇଛି ।












Click it and Unblock the Notifications