Gold Rate Today: ଜାଣନ୍ତୁ ଦେଶର ବିଭିନ୍ନ ସହରରେ ସୁନା ମୂଲ୍ୟ
Gold Rate Today: ଜନ୍ମାଷ୍ଟମୀ ଦିନ ଅର୍ଥାତ୍ 26 ଅଗଷ୍ଟ ସୋମବାର ଦିନ ସୁନା ମୂଲ୍ୟରେ ସ୍ଥିରତା ପରିଲକ୍ଷିତ ହୋଇଛି । ଅଗଷ୍ଟ 26 ରେ ଭାରତରେ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,000 ଟଙ୍କା ଥିଲା। ଦେଶର ଅଧିକାଂଶ ସହରରେ 24 କ୍ୟାରେଟ୍ 10 ଗ୍ରାମ ସୁନା ମୂଲ୍ୟ 73 ହଜାର ଟଙ୍କା ରହିଛି । 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା ପ୍ରାୟ 67 ହଜାର ଟଙ୍କା ରହିଛି । ସେହିପରି ରୂପା ମୂଲ୍ୟ ଆଜି 87 ହଜାର 900 ଟଙ୍କା ରହିଛି ।

ଅଗଷ୍ଟ 26 ରେ ଦେଶର ବିଭିନ୍ନ ସହରରେ ସୁନା ମୂଲ୍ୟ କେତେ ରହିଛି
ଦିଲ୍ଲୀ ସୁନା ଦର: ଆଜି ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 73 ହଜାର 180 ଟଙ୍କା । 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି ପ୍ରାୟ 67,090 ଟଙ୍କା ରହିଛି ।
ମୁମ୍ବାଇ ସୁନା ଦର: ମୁମ୍ବାଇରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 73,030 ଟଙ୍କା ଏବଂ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 66,940 ଟଙ୍କା ରହିଛି ।
କୋଲକାତା ସୁନା ଦର: କୋଲକାତାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 66,940 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,030 ଟଙ୍କା ରହିଛି ।
ପାଟନା ସୁନା ଦର: ପାଟନାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 66,990 ଟଙ୍କା, ସେହିପରି 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,080 ଟଙ୍କା ରହିଛି ।
ହାଇଦ୍ରାବାଦ ସୁନା ଦର: ହାଇଦ୍ରାବାଦରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 66,940 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,030 ଟଙ୍କା ରହିଛି ।
ଗୁରୁଗ୍ରାମ ସୁନା ଦର: ଗୁରୁଗ୍ରାମରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 67,090 ଟଙ୍କା । 4 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,180 ଟଙ୍କା ରହିଛି ।
ବେଙ୍ଗାଲୁରୁରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 66,940 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,030 ଟଙ୍କା ରହିଛି ।












Click it and Unblock the Notifications