ଆଜି ପୁଣି ବଢିଲା ସୁନା ଦର, ଜାଣନ୍ତୁ ଆଜିର ମୂଲ୍ୟ

Gold and Silver Rate in Odisha:ଯଦି ଆପଣ ସୁନା ଅଳଙ୍କାର କିଣିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା । ପୁଣି ବଢିଲା ସୁନା ଦର । ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ମୂଲ୍ୟ ଆଜି ୫୯,୨୮୫ ଟଙ୍କା ରହିଛି । ସେହିପରି ଆଜି ରୂପା ଦର ମଧ୍ୟ ବୃଦ୍ଧି ପାଇଛି । ଆଜି କେଜି ପ୍ରତି ୭୩,୯୪୭ ଟଙ୍କା ରୂପା ମୂଲ୍ୟ ରହିଛି । ଗତକାଲି ତୁଳନାରେ ସୁନା ଦର ୮୭ ଟଙ୍କା ୧୫ ପ୍ରତିଶତ ବଢିଛି ।

କେଉଁ ରାଜ୍ୟରେ କେତେ ରହିଛି ସୁନା ଦର
ନୂଆ ଦିଲ୍ଲୀରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୪,୬୦୦ଟଙ୍କା ରହିଥିବା ବେଳେ, ମୁମ୍ବାଇରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୪,୪୫୦ ଟଙ୍କା ରହିଛି, କୋଲକତାରେ ମଧ୍ୟ ସମାନ ଦର ରହିଛି । ସେହିପରି ଚେନ୍ନାଇରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୫୪,୮୨୦ ଟଙ୍କା ରହିଛି ।

gold
go

ରୂପା ଦର ଉପରେ ପକାନ୍ତୁ ନଜର

ଅନ୍ୟପଟେ ଯଦି ରୂପା ଦର ଉପରେ ନଜର ପକାଇବା ତେବେ ନୂଆଦିଲ୍ଲୀରେ କେଜି ପ୍ରତି ୭୩,୪୦୦ ଟଙ୍କା ରହିଛି, ମୁମ୍ବାଇ ଏବଂ କୋଲକତାରେ ମଧ୍ୟ ସମାନ ଦର ରହିଥିବା ବେଳେ ଚେନ୍ନାଇରେ ରୂପା କେଜି ପ୍ରତି ୭୭, ୧୦୦ ଟଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+