ଜାଣନ୍ତୁ ଆପଣଙ୍କ ସହରର ସୁନା ମୂଲ୍ୟ

Gold Price: ବର୍ତ୍ତମାନ ବିବାହ ଋତୁ ଚାଲିଛି ତା ସହ ସୁନା ରୂପାର ଚାହିଦା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ପ୍ରତ୍ୟେକ ଦିନ ସୁନା ଏବଂ ରୂପା ଦରରେ ପରିବର୍ତ୍ତନ ହେଉଥିବାର ଦେଖିବା ପାଇଁ ମିଳୁଛି । ଆଜି, ବୁଧବାର, ୫ ଫେବ୍ରୁଆରି ୨୦୨୫ ରେ, ସୁନାର ମୂଲ୍ୟ ବୃଦ୍ଧି ପାଇଥିବା ବେଳେ ରୂପା ମୂଲ୍ୟ ହ୍ରାସ ପାଇଛି ।

ଆଜି ୫ ଫେବ୍ରୁଆରି ୨୦୨୫ରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୫,୩୬୦ ଟଙ୍କା ରହିଥିଲା ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମକୁ ୭୮,୨୬୦ ଟଙ୍କା ଥିଲା। ସେହିପରି, ଯଦି ଆମେ ରୂପା ଦର ଉପରେ ନଜର ପକାଇବା ତେବେ ଆଜି ରୂପା ମୂଲ୍ୟ ପ୍ରତି କିଲୋଗ୍ରାମ ୯୮,୪୦୦ ଟଙ୍କା ରହିଛି ।

gold price

ଆଜି ଦିଲ୍ଲୀରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୫,୩୬୦ ଟଙ୍କା। ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମକୁ ୭୮,୨୬୦ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୪,୨୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୭୮,୧୧୦ ଟଙ୍କା ରହିଛି ଏବଂ କୋଲକାତାରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୭୮,୧୧୦ ଟଙ୍କା ରହିଛି ।୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୮୪,୨୧୦ ଟଙ୍କା ରହିଛି ।

ଚେନ୍ନାଇରେ ୨୨କ୍ୟାରେଟ୍ ସୁନାର ମୂଲ୍ୟ ୧୦ଗ୍ରାମକୁ ୭୮,୧୧୦ ଟଙ୍କା। ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୮୫,୨୧୦ ଟଙ୍କା ରହିଛି । ଅହମ୍ମଦାବାଦରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୭୮,୧୬୦ ଟଙ୍କା ରହିଛି । ସେହିପରି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପାଇଁ ୮୮,୨୬୦ ଟଙ୍କା ରହିଛି । ଲକ୍ଷ୍ନୌରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୭୮,୨୬୦ ଟଙ୍କା ରହିଛି । ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପାଇଁ ୮୫,୩୬୦ ଟଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+