ଜାଣନ୍ତୁ ୫ ମାର୍ଚ୍ଚରେ କେତେ ଶସ୍ତା ହେଲା ସୁନା
Gold Rate: ଆଜି ଯଦି ଆପଣ ସୁନା କିମ୍ବା ରୂପା କିଣିବା ପାଇଁ ଚାହୁଁଛନ୍ତି ତେବେ ଆଜିର ଦର ଉପରେ ନଜର ପକାନ୍ତୁ । ମାର୍ଚ୍ଚ ୫ ତାରିଖରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି ।

୨୪ କ୍ୟାରେଟ୍ ସୁନା ୭୦୦ ଟଙ୍କା ମହଙ୍ଗା ହୋଇଛି ଏବଂ ପ୍ରତି ୧୦ ଗ୍ରାମକୁ ୮୭,୨୦୦ ଟଙ୍କାରେ ପହଞ୍ଚିଛି । ସେହିପରି ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୮୦,୧୦୦ ଟଙ୍କା ରହିଛି । ସେହିପରି ଆଜି ରୂପା ମୂଲ୍ୟ କିଲୋଗ୍ରାମ ୯୬,୮୦୦ ଟଙ୍କା ରହିଛି ।
ଆଜି ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୮୦,୨୬୦ ଟଙ୍କା ରହିଛି ସେହିପରି ୨୪ କ୍ୟାରେଟ୍ ସୁନା ଦର ୮୭,୫୪୦ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୮୦,୧୧୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ଦର ୮୭, ୩୯୦ ଟଙ୍କା ରହିଛି । ଚେନ୍ନାଇରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୮୦,୧୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୮୭, ୩୯୦ ଟଙ୍କା ରହିଛି ।
କୋଲକତାରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୮୦,୧୧୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୮୭,୩୯୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୮୦,୬୫୯ ଟଙ୍କା ରହିଛି । ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୮୭,୯୮୦ ଟଙ୍କା ରହିଛି ।












Click it and Unblock the Notifications