ଜାଣନ୍ତୁ ଆଜି ଦେଶରେ କେତେ ରହିଛି ସୁନା ମୂଲ୍ୟ

Gold Rate Today: ସୁନା ଓ ରୂପା ମୂଲ୍ୟ କ୍ରମାଗତ କମିବାରେ ଲାଗିଛି । ତେବେ ଚାଲନ୍ତୁ ଜାଣିବା ଅଗଷ୍ଟ 9 ତାରିଖରେ କେତେ ରହିଛି ସୁନା ରୂପା ମୂଲ୍ୟ । ଦେଶର ଅଧିକାଂଶ ସହରରେ ସୁନା ମୂଲ୍ୟ ପ୍ରାୟ ୭୦ହଜାର ଟଙ୍କା ରହିଛି। ଆଜି ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଦରରେ ପରିବର୍ତ୍ତନ ହୋଇ ନାହିଁ । ରୂପା ମୂଲ୍ୟ କିଲୋଗ୍ରାମ ପ୍ରତି ୮୧,୪୦୦ ଟଙ୍କା ରହିଛି ।

ଆଜି ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୬୩,୬୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ମୁମ୍ବାଇରେ ୬୩,୪୯୦ଟଙ୍କା ଏବଂ ଚେନ୍ନାଇରେ ଚେନ୍ନାଇରେ ୬୩,୨୯୦ ଟଙ୍କା ଏବଂ କୋଲକାତାରେ ୧୦ ଗ୍ରାମ ସୁନା ମୂଲ୍ୟ ୬୩,୪୯୦ ଟଙ୍କା ରହିଛି।

ଦିଲ୍ଲୀ ସୁନା ଦର: ଆଜି ଦିଲ୍ଲୀରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ମୂଲ୍ୟ ୬୯ ହଜାର ୪୧୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ପ୍ରାୟ ୬୩,୬୪୦ ଟଙ୍କା ରହିଛି ।

ମୁମ୍ବାଇ ସୁନା ଦର: ମୁମ୍ବାଇରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ମୂଲ୍ୟ ୬୯,୨୬୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୩,୪୯୦ ଟଙ୍କା ରହିଛି ।

କୋଲକାତା ସୁନା ଦର: କୋଲକାତାରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୩,୪୯୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୯,୦୫୦ ଟଙ୍କା ରହିଛି ।

ଚେନ୍ନାଇ ସୁନା ଦର: ଚେନ୍ନାଇରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୩,୨୯୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୯,୦୫୦ ଟଙ୍କା ରହିଛି ।

ଅହମ୍ମଦାବାଦ ସୁନା ଦର: ଅହମ୍ମଦାବାଦରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୩,୫୪୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୯,୩୧୦ ଟଙ୍କା ରହିଛି ।

ଜୟପୁର ସୁନା ଦର: ଜୟପୁରରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୩,୬୪୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୯,୪୧୦ ଟଙ୍କା ରହିଛି ।

Gold Rate

ହାଇଦ୍ରାବାଦ ସୁନା ଦର: ହାଇଦ୍ରାବାଦରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୩,୪୯୦ ଟଙ୍କା, ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୯,୨୬୦ ଟଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+