Gold Silver Rate Today: ହୋଲି ପୂର୍ବରୁ ଜାଣନ୍ତୁ କେତେ ରହିଛି ସୁନା ଦର

Gold Silver Rate Today: ଦୁଇ ଦିନ ପରେ ହୋଲି ପର୍ବ ପାଳନ କରାଯିବ । ୧୩ ତାରିଖରେ ହୋଲିକା ଦହନ ପାଳନ କରାଯିବ ଏବଂ ୧୪ ମାର୍ଚ୍ଚରେ ହୋଲି ପର୍ବ ପାଳନ କରାଯିବ । ଆଜି ଭାରକରେ ରୂପା ମୂଲ୍ୟ ହ୍ରାସ ପାଇଛି । ରୂପା ଦର କିଲୋଗ୍ରାମକୁ 97,900 ଟଙ୍କା ରହିଛି ।

Gold Rate

ଇଣ୍ଡିଆନ୍ ବୁଲିୟନ୍ ଆସୋସିଏସନ୍ ଅନୁଯାୟୀ, ଭାରତରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ସୁନା ଦର ୮୬.୪୭୦ ଟଙ୍କା ରହିଛି । ନୂଆ ଦିଲ୍ଲୀରେ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ୮୬,୧୭୦ ରହିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ସୁନା ଦର ୮୬,୩୨୦ ଏବଂ କୋଲକାତାରେ ୧୦ ଗ୍ରାମ ସୁନା ଦର ୮୬,୨୦୦ ରହିଛି । ବେଙ୍ଗାଲୁରୁରେ ୧୦ ଗ୍ରାମ ସୁନାକୁ ୮୬,୩୯୦ ରହିଛି। ଚେନ୍ନାଇ ୨୪ କ୍ୟାରେଟ୍ ୧୦ ଗ୍ରାମକୁ ୮୬,୫୭୦ ରହିଛି ।

ବର୍ତ୍ତମାନ ଆପଣ ସୁନା କିଣି ପାରିବେ ଯଦି ଇନଭେଷ୍ଟ କରିବା ପାଇଁ ଚାହୁଁଛନ୍ତି ତେବେ ମଧ୍ୟ କରିପାରିବେ କାରଣ ଆଗକୁ ସୁନା ରୂପା ଉଭୟର ମୂଲ୍ୟରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+