ଲୋକପାଳ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ହେଲେ ଜଷ୍ଟିସ୍ ପ୍ରଦୀପ ମହାନ୍ତି
ଜଷ୍ଟିସ ପ୍ରଦୀପ ମହାନ୍ତିଙ୍କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଲୋକପାଳ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି କରିଛନ୍ତି ।
ଭୁବନେଶ୍ୱର: ଜଷ୍ଟିସ ପ୍ରଦୀପ ମହାନ୍ତିଙ୍କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଲୋକପାଳ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି କରିଛନ୍ତି ।

ଝାଡ଼ଖଣ୍ଡ ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ମହାନ୍ତି ଲୋକପାଳ (ଜୁଡିସିଆଲ) ଭାବରେ ମାର୍ଚ୍ଚ 2019 ରୁ କାର୍ଯ୍ୟ କରୁଛନ୍ତି। ତେବେ ଲୋକପାଳ ଅଧ୍ୟକ୍ଷ ଜଷ୍ଟିସ ପିନାକି ଚନ୍ଦ୍ର ବୋଷଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ପଦବୀ ଖାଲି ହୋଇଥିଲା ।
ଜଷ୍ଟିସ୍ ମହାନ୍ତି ମେ 28 ରୁ ଦାୟିତ୍ୱ ଗ୍ରହଣ କରିବେ ।












Click it and Unblock the Notifications