ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ରାମ ନାମ ଜପ କରିବାରେ Josh ସହ ହୁଅନ୍ତୁ ଭାଗିଦାରୀ, ପାଆନ୍ତୁ ସାର୍ଟିଫିକେଟ୍
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ଆଜି ହେଉଛି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା । ଏ ନେଇ ସାରା ଦେଶ ଉତ୍ସବ ମୁଖର ହୋଇ ଉଠିଛି । 'ରାମ ରାମ' ଜପରେ କମ୍ପୁଛି ସାରା ଜଗତ । ଏହି ଶୁଭ ମୁହୂର୍ତ୍ତରେ ଆପଣଙ୍କୁ ସହଭାଗୀ କରିବାର ସୌଭାଗ୍ୟ ଆଣିଛି ଜୋଶ ଆପ୍ ।
ଭାରତର ଦ୍ରୁତତମ ଅଭିବୃଦ୍ଧିଶୀଳ ତଥା ସର୍ବାଧିକ ନିୟୋଜିତ ସର୍ଟ-ଭିଡିଓ ଆପ୍ ଭର୍ଚୁଆଲ୍ ଜପ ପାଇଁ ଏକ ବୃହତ ପ୍ଲାଟଫର୍ମ ସୃଷ୍ଟି କରିଛି । ଶ୍ରୀ ରାମଙ୍କ ପ୍ରତି ଭକ୍ତି କରି ଆଧ୍ୟାତ୍ମିକ ମନ୍ତ୍ର ଜପ କରିବାରେ ଏକତ୍ରିତ ହେବାକୁ ଆମନ୍ତ୍ରଣ କରୁଛି ଜୋଶ ଆପ୍ ।

ଶ୍ରୀ ରାମଙ୍କୁ ଭକ୍ତି କରି "ଶ୍ରୀ ରାମ, ଜୟ ରାମ, ଜୟ ଜୟ ରାମ" ମନ୍ତ୍ରର ପ୍ରଥମ ଥର ପାଇଁ ଡିଜିଟାଲ୍ ଜପ ଅଧିବେଶନ ଦେଖିବାକୁ ମିଳିବ । ଭର୍ଚୁଆଲ୍ ରୁମରେ ଯୋଗ ଦେଇ 11, 108, କିମ୍ବା 1008 ଥର ମନ୍ତ୍ର ପାଠ କରିପାରିବେ ଭକ୍ତ । ଏହି ଜପ ସମାପ୍ତ ହେବା ପରେ, ସମସ୍ତ ଅଂଶଗ୍ରହଣକାରୀ ଏହି ଐତିହାସିକ ଇଭେଣ୍ଟରେ ସେମାନଙ୍କର ଯୋଗଦାନକୁ ଚିହ୍ନିତ କରି ଏକ ବ୍ୟକ୍ତିଗତ ପ୍ରମାଣପତ୍ର ପାଇବେ ।
ଜୋଶରେ ଶ୍ରୀ ରାମ ମନ୍ତ୍ର ଜପ ପ୍ରକୋଷ୍ଠରେ ଯୋଗଦେବାକୁ ଏବଂ ଶ୍ରୀ ରାମଙ୍କୁ ଉତ୍ସର୍ଗୀକୃତ ଏକ ବିଶେଷ ପୃଷ୍ଠା ଅନୁସନ୍ଧାନ କରିବାକୁ ଭକ୍ତଙ୍କୁ ସ୍ୱାଗତ କରାଯାଉଛି । ଆପଣ ମଧ୍ୟ ଏହି ଜୋଶ୍ ଆପର ଭର୍ଚୁଆଲ ଜପରେ ସାମିଲ ହୋଇ ଏହି ଐତିହାସିକ କ୍ଷଣର ସାକ୍ଷୀ ହୋଇପାରିବେ । ଏହି ରାମ ନାମ ଜପରେ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ସାମିଲ କରାଯାଉଛି ।
ତେବେ ଆପଣ ମଧ୍ୟ ଏହି ଲିଙ୍କ ଉପରେ କ୍ଲିକ୍ କରି 'ରାମ ନାମ' କରିପାରିବେ । ଏହି ସମାରୋହରେ ସାମିଲ ହେବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ ।












Click it and Unblock the Notifications