ଜୋସ୍ ଆପର #RealHai କ୍ୟାମ୍ପେନ: ଫିଲ୍ଟରକୁ କୁହନ୍ତୁ ଗୁଡ ବାଏ, ସାମିଲ ହେଲେ ସିଦ୍ଧାର୍ଥ ଓ ହଂସିକା
#RealHai ହାସଟ୍ୟାଗ ନେଇ ଜୋସ୍ ଏକ ନୂଆ ସ୍ଵତନ୍ତ୍ର କ୍ୟାମ୍ପେନ ଆରମ୍ଭ କରିଛି । ଦେଶୀ ଲୁକ୍ ସହ ବିନା ଫିଲ୍ଟରରେ ଆପଣ ନିଜର ଟାଲେଣ୍ଟ ସୋ କରି ପାରିବେ । ଏବେ ଫିଲ୍ଟରକୁ ଗୁଡବାଏ କହିବା ସହ ଅସଲି ଭିଡିଓ ରେକର୍ଡ କରି ପାରିବେ ୟୁଜର୍ସ।
Josh App #RealHai Campaign: ଲୋକପ୍ରିୟ ଭିଡିଓ କଣ୍ଟେଟ ଆପ୍ ଜୋସ୍, ଅଭେଣ୍ଟ-ଗାର୍ଡ ଆଭିମୁଖ୍ୟ ସହିତ କଣ୍ଟେଣ୍ଟ କ୍ରିଏସନ ନେଇ ଏକ ବଡ଼ ପରିବର୍ତ୍ତନ କରିଛି । ଏହି ଆପ୍ ଭିଡିଓ ଗୁଡ଼ିକୁ ରେକର୍ଡ ଏବଂ ଅପଲୋଡ୍ କରିବାକୁ ଏକ ସୁଯୋଗ ଦେଇଥାଏ । କଣ୍ଟେଣ୍ଟ କ୍ରିଏଟରଙ୍କ ସୃଜନଶୀଳ କୌଶଳ ଏଠାରେ ପ୍ରଦର୍ଶନ କରାଯାଏ ।

ଉଦୀୟମାନ ପ୍ରତିଭାମାନଙ୍କୁ ସେମାନଙ୍କର ପସନ୍ଦ କ୍ଷେତ୍ରରେ ସେମାନଙ୍କର ଚମତ୍କାର ପ୍ରଦର୍ଶନ କରିବାକୁ ଏକ ପ୍ଲାଟଫର୍ମ ପ୍ରଦାନ କରିବା ଠାରୁ ଆରମ୍ଭ କରି ଏହାର ପ୍ରଭାବଶାଳୀମାନ ଉପୋଭୋକ୍ତାଙ୍କୁ ଉପଭୋଗ କରିବା ପାଇଁ ବ୍ଲକବଷ୍ଟର ଇଭେଣ୍ଟଗୁଡିକ ଆୟୋଜନ କରୁଛି ଜୋସ୍ ଆପ। ସୋସିଲ ମିଡ଼ିଆ ୟୁଜରଙ୍କୁ ଏହି ଗେମରେ ରହିବାକୁ ବାଧ୍ୟ କରୁଥିବା ବେଳେ ଜୋସ୍ ଜୀବନରେ ଖୁସି ଏବଂ ପିକ୍ଚର ପରଫେକ୍ଟ ରହିବାକୁ କହୁଛି। ଜୀବନର ପ୍ରତି ମୁହୂର୍ତ୍ତରେ ଫିଲ୍ଟର ବ୍ୟବହାର କରିବାର କୌଣସି ଆବଶ୍ୟକତା ନଥିବାରୁ ଜୋସ ମତ ରଖିଛି।
#RealHai ହାସଟ୍ୟାଗ ନେଇ ଜୋସ୍ ଏକ ନୂଆ ସ୍ଵତନ୍ତ୍ର କ୍ୟାମ୍ପେନ ଆରମ୍ଭ କରିଛି । ଦେଶୀ ଲୁକ୍ ସହ ବିନା ଫିଲ୍ଟରରେ ଆପଣ ନିଜର ଟାଲେଣ୍ଟ ସୋ କରି ପାରିବେ । ଏବେ ଫିଲ୍ଟରକୁ ଗୁଡବାଏ କହିବା ସହ ଅସଲି ଭିଡିଓ ରେକର୍ଡ କରି ପାରିବେ ୟୁଜର୍ସ।
ଏଠାରେ ଦେଖନ୍ତୁ ଭିଡିଓ: https://share.myjosh.in/video/6e3823f3-058c-4fc7-8c05-5e550085256b
ଏହି ଅନନ୍ୟ କ୍ୟାମ୍ପେନରେ ସାମିଲ ହୋଇଛନ୍ତି ସୁନ୍ଦରୀ ହଂସିକା ମୋଟୱାନୀ ଏବଂ ହାଣ୍ଡସମ୍ ହଙ୍କ ସିଦ୍ଧାର୍ଥ ମଲହୋତ୍ରା। ଦୁହିଁଙ୍କୁ ନେଇ ଏକ ମ୍ୟୁଜିକ୍ ଭିଡିଓ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଦକ୍ଷିଣ ଏବଂ ଉତ୍ତର ଭାରତ ବିଷୟରେ ଦେଖା ଯାଉଛି । ଏହି ଗୀତଟିକୁ କମ୍ପୋଜ୍ କରିଛନ୍ତି ସାଜିଦ୍ ଏବଂ ୱାଜିଦ। ଆଜି ଏହି ଭିଡିଓଟି ଲଞ୍ଚ ହୋଇଛି ।
କଣ୍ଟେଣ୍ଟ ଭିଡିଓକୁ ଅଧିକ ଚିତ୍ତାକର୍ଷକ କରିବା ପାଇଁ, ଟପ୍ ଜୋସ୍ ଇନଫ୍ଲୁଏନ୍ସର କିଛି ଭଲ କଣ୍ଟେଣ୍ଟ ପାଇଁ ଲୋକାଲ କ୍ରିଏଟରଙ୍କ ସହ ଦେଖା ହେବା ନେଇ ବିଭିନ୍ନ ରାଜ୍ୟକୁ ଯାତ୍ରା କରିଛନ୍ତି। ପ୍ରତି ସପ୍ତାହରେ 6 ଟି କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଯେଉଁଥିରେ ବିଭିନ୍ନ ପ୍ରକାରର ବିଷୟବସ୍ତୁକୁ ନେଇ କ୍ରିଏଟର ନିଜର ଟାଲେଣ୍ଟ ପ୍ରଦର୍ଶନ କରିବେ । ନୃତ୍ୟ, ଖାଦ୍ୟ, ଫ୍ୟାଶନ୍, ଫିଟନେସ୍, ମନୋରଞ୍ଜନ (ରେଟ୍ରୋ-ଟାଇପ୍ ଏବଂ କମେଡି) ମଧ୍ୟ ଏହି ବର୍ଗ ଅନ୍ତର୍ଭୂକ୍ତ ହେବ ।
ଏବେ ଆଉ ଡେରି ନ କରି ଆପଣ ମଧ୍ୟ ନିଜକୁ ଏହି ଇଭେଣ୍ଟ ରେ ସାମିଲ କରି ନିଜର ସ୍କିଲ ସୋ କରିବା ସହ ଅନେକ ପ୍ରାଇଜର ହକଦାର ହୁଅନ୍ତୁ । ଆପରେ #Real Hai ଦେଇ ନିଜର ଭିଡିଓ ଅପଲୋଡ଼ କରନ୍ତୁ ଏବଂ ଆବୁଧାବିରେ ଅନୁଷ୍ଠିତ ହେବାକୁ ଥିବା IIFA ଆୱାର୍ଡ଼ ଗୋଲ୍ଡେନ ଟିକେଟ ଜିତିବାର ସୁଯୋଗ ପାଆନ୍ତୁ ।












Click it and Unblock the Notifications