Get Updates
Get notified of breaking news, exclusive insights, and must-see stories!

JEE Main -2023: ପ୍ରକାଶ ପାଇଲା ଜେଇଇ ମେନ୍-୨୦୨୩ ପରୀକ୍ଷା ଫଳ

JEE Main -2023: ପ୍ରକାଶ ପାଇଲା ଜେଇଇ ମେନ୍-୨୦୨୩ ପରୀକ୍ଷା ଫଳ । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଦିଆଯାଇଛି ସୂଚନା । ପରୀକ୍ଷାର୍ଥୀ jeemain.nta.nic.in ଜରିଆରେ ନିଜ ରେଜଲ୍ଟ ଚେକ୍ କରିପାରିବେ ।

jee main news
JEE Main -2023:ପ୍ରକାଶ ପାଇଲା ଜେଇଇ ମେନ୍-୨୦୨୩ ପରୀକ୍ଷା ଫଳ । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଦିଆଯାଇଛି ସୂଚନା । ଯେଉଁ ପରୀକ୍ଷାର୍ଥୀମାନେ ଜାନୁଆରୀରେ ପରୀକ୍ଷା ଦେଇଥିଲେ ସେମାନେ jeemain.nta.nic.in ଜରିଆରେ ନିଜ ରେଜଲ୍ଟ ଚେକ୍ କରିପାରିବେ । ନିଜ ଆପ୍ଲିକେସନ୍ ନମ୍ବର ଏବଂ ଜନ୍ମ ତାରିଖ ଦେଇ ଫଳାଫଳ ଦେଖିପାରିବେ ।

ଚଳିତ ବର୍ଷ ସର୍ବାଧିକ ୯୫.୭୯ ପ୍ରତିଶତ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ

ଜେଇଇ ମେନ୍-୨୦୨୩ ପରୀକ୍ଷା ଜାନୁଆରୀ ୨୪ରୁ ଆରମ୍ଭ ହୋଇ ଫେବୃଆରୀ ୧ ତାରିଖରେ ଶେଷ ହୋଇଥିଲା । ଚଳିତ ଥର ୮.୬ ଲକ୍ଷ ପ୍ରାର୍ଥୀ ପେପର୍ ୧ ପାଇଁ ପରୀକ୍ଷା ଦେଇଥିବା ବେଳେ, ପେପର୍ ୨ ପାଇଁ ୦.୪୬ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଚଳିତ ବର୍ଷ ସର୍ବାଧିକ ୯୫.୭୯ ପ୍ରତିଶତ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।

ପରୀକ୍ଷା ୱେବସାଇଟରେ JEE-2023ରେ ଉତ୍ତର ମଧ୍ୟ ପ୍ରକାଶ ପାଇଛି । ପରୀକ୍ଷାର୍ଥୀମାନେ ୱେବସାଇଟ୍ ଜରିଆରେ ନିଜ ରେଜଲ୍ଟ ଏବେ ଉତ୍ତର ଡାଉନଲୋଡ୍ କରିପାରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+