Get Updates
Get notified of breaking news, exclusive insights, and must-see stories!

ହସ୍ପିଟାଲ ବେଡରୁ ବିନୋଦ କାମ୍ବଲିଙ୍କର ଏପରି ଭିଡିଓ ହେଲା ଭାଇରାଲ, କହିଲେ ଜୀବିତ ଅଛି...

Vinod Kambli Health: ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି ସ୍ୱାସ୍ଥ୍ୟ ବିଗିଡିବା ପରେ ତାଙ୍କୁ ଥାନେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ମସ୍ତିଷ୍କରେ କ୍ଲଟିଙ୍ଗ୍ ହେବା କାରଣରୁ ତାଙ୍କ ସ୍ୱାସ୍ଥ୍ୟ ଗିଗିଡି ଯାଇଥିଲା । ବର୍ତ୍ତମାନ ସେ ସୁସ୍ଥ ଥିବା ନେଇ ସୂଚନା ରହିଛି ।

Vinod Kambli

ଏହାରି ମଧ୍ୟରେହସ୍ପିଟାଲ ବେଡରୁ ତାଙ୍କ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ଡାକ୍ତରମାନଙ୍କୁ ଧନ୍ୟବାଦ ଦେଇଥିବାର ଦେଖିବା ପାଇଁ ମିଳିଛି । କାମ୍ବଲି କହିଛନ୍ତି, "ଏଠାରେ ଥିବା ଡାକ୍ତରଙ୍କ ପାଇଁ ଆଉ ଏକ ଜୀବନ ପାଇଛି । ଏହା ପରେ ସେ କହିଛନ୍ତି ମୁଁ ବଞ୍ଚିଛି। ଏହି ସମୟରେ କାମ୍ବଲି ଟିକିଏ ଭାବପ୍ରବଣ ହୋଇପଡିଥିଲେ ଏବଂ ଡାକ୍ତରଙ୍କ ହାତ ଧରିଥିବା ମଧ୍ୟ ଦେଖି ପାଇଁ ମିଳୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+