ଖରା ଦିନେ କିଭଳି ଅଧିକ ସମୟର ରହିବ ମେକଅପ୍, ଜାଣନ୍ତୁ ଟିପ୍ସ

Makeup Tips: ମେକଅପ୍ ଲଗାଇବା ପୂର୍ବରୁ ତ୍ୱଚାକୁ ଭଲ ଭାବେ ସଫା କରିବା ଉଚିତ୍ । ଏଥିପାଇଁ ଆପଣ ପ୍ରଥମେ ମୁହଁକୁ ଭଲ ଭାବେ ଧୋଇ ନିଅନ୍ତୁ । ଏହା ପରେ ତ୍ୱଚାରେ ଭଲ ଭାବରେ ମଶ୍ଚରରାଇଜର ଲଗାନ୍ତୁ । ମେକଅପ୍ ଲାଇଗାଇ ପୂର୍ବରୁ, ମୁହଁରେ ପ୍ରାଇମର୍ ଲଗାଇବା ଜରୁରୀ । ପ୍ରାଇମର୍ ଲଗାନ୍ତୁ । ଅଧିକାଂଶ ମହିଳା ଏହାର ଲାଭ ବିଷୟରେ ଜାଣି ନାହାଁନ୍ତି । ପ୍ରାଇମର୍ ଆପଣଙ୍କ ଲକକୁ ସ୍ମୁଥ୍ କରିବାରେ ସାହାଯ୍ୟ କରିଥାଏ ।

କ୍ଲିଜିଂ: ମେକଅପ୍ କରିବା ପୂର୍ବରୁ ମୁହଁକୁ ଭଲ ଭାବରେ ସଫା କରନ୍ତୁ । ଏହା ଆପଣଙ୍କ ଚେହେରାକୁ ସଠିକ୍ ଭାବରେ ସଫା କରିଥାଏ । ଯାହାଦ୍ୱାରା ମେକଅପ୍ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ । ଏକ୍ସଫୋଲିଏଟ୍: ଏକ କୋମଳ ଏକ୍ସଫୋଲିଏଟର୍ ବ୍ୟବହାର କରନ୍ତୁ । ଏହା ମୁହଁରେ ଏକ ଚମକ ଆଣିବାରେ ସାହାଯ୍ୟ କରିଥାଏ ।

summer makeup

ଏକ୍ସଫୋଲିଏଟିଂ ପରେ ଟୋନର କିମ୍ବା ସେରମ୍ ବ୍ୟବହାର କରନ୍ତୁ । ତେଲଯୁକ୍ତ ତ୍ୱଚା ପାଇଁ ଟୋନର ଭଲ, ଡ୍ରାଏ ଚର୍ମ ପାଇଁ ସେରମ୍ ଭଲ ।

ନିଜ ଚର୍ମକୁ ସଫାସୁତୁରା କରିବା ଏବଂ ଦାଗ ଲୁଚାଇବା ପାଇଁ ପ୍ରାଇମର୍ ପ୍ରୟୋଗ କରନ୍ତୁ । ପ୍ରାଇମର୍ ଆପଣଙ୍କର ତ୍ୱଚା ସହିତ ଫାଉଣ୍ଡେସନକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖିବାରେ ସାହାଯ୍ୟ କରିଥାଏ ଯାହା ଦ୍ୱରା ମେକଅପ୍ ଅଧିକ ସମୟ ଧରି ରହିଥାଏ ।

ଫାଉଣ୍ଡେସନ୍ ପ୍ରୟୋଗ କରନ୍ତୁ: ଫାଉଣ୍ଡେସନ୍ ବ୍ୟବହାର କରନ୍ତୁ ଯାହା ଆପଣଙ୍କ ତ୍ୱଚା ରଙ୍ଗ ସହ ମିଶୁଥିବ । ଆପଣଙ୍କର ମେକଅପ୍ ଲୁକକୁ ସମ୍ପୁର୍ଣ୍ଣ କରିବା ପାଇଁ ଏବଂ ଏହାକୁ ଅଧିକ ନ୍ୟାଚୁରାଲ ଲୁକ ଆଣିବା ପାଇଁ ସେଟିଂ ସ୍ପ୍ରେର ବ୍ୟବହାର କରନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+