ଜାଣନ୍ତୁ ନେପାଳରେ ଭାରତର ୧୦ ହଜାର ଟଙ୍କା କେତେ ଅଧିକ

Nepalese Rupee: ନେପାଳ ଏବଂ ଭାରତର ମୁଦ୍ରା ବା କରେନ୍ସି ମଧ୍ୟରେ ପାର୍ଥକ୍ୟ ରହିଛି । ତେବେ ଚାଲନ୍ତୁ ଜାଣିବା ନେପାଳର ମୁଦ୍ରାରେ ୧୦ ହଜାର ଭାରତୀୟ ଟଙ୍କାର ମୂଲ୍ୟ କେତେ ହେବ । ଯେବେବେଳେ ଅନ୍ୟ ଦେଶକୁ ଭାରତୀୟ ପର୍ଯ୍ୟଟକ ବୁଲିବା ପାଇଁ ଯାଆନ୍ତି ମନରେ ପ୍ରଥମ ପ୍ରଶ୍ନ ଆସିଥାଏ ଯେ ବିଦେଶରେ ଭାରତ କରେନ୍ସି କିପରି ବଦଳାଇବେ ଏବଂ ସେଠାରେ ଭାରତୀୟ ମୁଦ୍ରା ବିନିମୟ କରି କେତେ ଟଙ୍କା ପାଇ ।

ତେବେ ଏପରି କିଛି ଦେଶ ଅଛି ଯେଉଁଠି ଭାରତୀୟ ମୁଦ୍ରା ବିନିମୟ କରି ଅଧିକ ଟଙ୍କା ମିଳିଥାଏ । କାରଣ ଭାରତୀୟ ଟଙ୍କା ମୂଲ୍ୟ ସେଠାରେ ଥିବା ମୁଦ୍ରାଠାରୁ ଅଧିକ ଅଟେ । ତେବେ ନେପାଳରେ ଭାରତୀୟ ମୁଦ୍ରା ମୂଲ୍ୟ ଅଧିକ । ଯଦି ଭାରତୀୟ ଟଙ୍କାକୁ ନେପାଳର ମୁଦ୍ରାରେ ରୂପାନ୍ତର କରାଯାଏ ତେବେ ଆପଣଙ୍କୁ ସେଠାରେ ଭଲ ପରିମାଣର ଟଙ୍କା ମିଳିପାରିବ । ତେହେ ବର୍ତ୍ତମାନ ଜାଣିବା ନେପାଳର ମୁଦ୍ରାରେ ରୂପାନ୍ତରିତ ହେଲେ ୧୦ ହଜାର ଭାରତୀୟ ଟଙ୍କା କେତେ ହେବ?

Nepalese Rupee

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଯଦି ଆପଣ ୧୦ ହଜାର ଟଙ୍କା ନେପାଳ ନେଇକି ଯାଆନ୍ତି ତେବେ ଆପଣ ସେଠାରୁ କେତେ ନେପାଳୀ ମୁଦ୍ରା ପାଇବେ । ନେପାଳ ମୁଦ୍ରାରେ ୧୦ ହଜାର ଭାରତୀୟ ଟଙ୍କା ୧୬.୦୦୩,୭୦୦୦୦ NPR ଅଟେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+