ଅଗଷ୍ଟ ୧ରୁ ବଦଳିଯିବ ଗୁଗୁଲ୍ ମ୍ୟାପ୍ ନିୟମ
Google Maps News: ବଦଳିବା ପାଇଁ ଯାଉଛି ଗୁଗୁଲ୍ ମ୍ୟାପ୍ ନିୟମ । 1 ଅଗଷ୍ଟ 2024ରୁ ସାରା ଦେଶରେ ଗୁଗୁଲ୍ ମ୍ୟାପର ନିୟମ ବଦଳିବା ପାଇଁ ଯାଉଛି । ବିଶେଷ କଥା ହେଉଛି ଗୁଗୁଲ୍ ମ୍ୟାପ୍ ମୂଲ୍ୟ 70 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବ । ଏହା ସହିତ ଡଲାର ବଦଳରେ ଭାରତୀୟ ମୂଲ୍ୟରେ ଏଣିକି ଗୁଗୁଲ୍ ମ୍ୟାପ୍ ଫି ମଧ୍ୟ ଗ୍ରହଣ କରାଯିବା ନେଇ ସୂଚନା ଜାରି କରାଯାଇଛି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହା ଏପରି ଏକ ସମୟରେ ଘଟିଛି ଯେତେବେଳେ OLA ମ୍ୟାପ୍ ବଜାରରେ ଏଣ୍ଟ୍ରି କରିବା ପାଇଁ ଯାଉଛି । ଖାସ କଥା ହେଲା ଯେ, OLA ମ୍ୟାପକୁ ମାଗଣାରେ ବ୍ୟବହାର କର କରାଯାଇପାରିବ ।

ସାଧାରଣ ୟୁଜର୍ସଙ୍କ ଦୃଷ୍ଟିରୁ ଦେଖିଲେ ଗୁଗୁଲ୍ ମ୍ୟାପରେ ହେଉଥିବା ଏହି ପରିବର୍ତ୍ତନ କିଛି ଖାସ ପ୍ରଭାବ ପକାଇବ ନାହିଁ । କିନ୍ତୁ ଯଦି ଆପଣ ବ୍ୟବସାୟ ପାଇଁ ଗୁଗୁଲ୍ ମ୍ୟାପ୍ ବ୍ୟବହାର କରନ୍ତି ତେବେ ଆପଣଙ୍କୁ ପୂର୍ବ ଅପେକ୍ଷା କମ୍ ଟଙ୍କା ଦେବାକୁ ପଡିବ । ଆପଣ ଡଲାର ବଦଳରେ ଭାରତୀୟ ଟଙ୍କା ରେ ଗୁଗୁଲ୍ ମ୍ୟାପ୍ ବ୍ୟବହାର ପାଇଁ ଦେୟ ଭରିବା ପାଇଁ ପଡିବ ।
ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ପାଇଁ ଗୁଗୁଲ୍ ମ୍ୟାପ୍ ବ୍ୟବହାର ମାଗଣା ହେଲେ ଯେଉଁ ମାନେ ବ୍ୟବସାୟ ପାଇଁ ଏହି ଆପର ବ୍ୟବହାର କରୁଛନ୍ତି ସେମାନଙ୍କୁ ଏଥିପାଇଁ ଏକ ଚାର୍ଜ ଦେବା ପାଇଁ ପଡିଥାଏ । ଯେପରି ରାପିଡୋ ଏକ ରାଇଡିଂ ସେୟାର କମ୍ପାନୀ ଅଟେ । ନାଭିଗେସନ୍ ପାଇଁ କମ୍ପାନୀ ଗୁଗୁଲ୍ ମ୍ୟାପ୍ ବ୍ୟବହାର କରିଥାଏ । ଏଭଳି ପରିସ୍ଥିତିରେ ଗୁଗୁଲ୍ ମ୍ୟାପ୍ ବ୍ୟବହାର କରିବାକୁ ଜଣେ ୟୁଜର୍ସ ଏଥି ପାଇଁ ଟଙ୍କା ଦେବା ପାଇଁ ପଡିବ । ଗୁଗୁଲ ଭାରତୀୟମାନଙ୍କୁ ନାଭିଗେସନ୍ ପାଇଁ ମାସିକ 4 ରୁ 5 ଡଲାର ଶୁଳ୍କ ଆଦାୟ କରୁଥିଲା, ଯାହାକୁ ଅଗଷ୍ଟ 1 ରୁ ଡଲାର ବଦଳରେ ଭାରତୀୟ ଟଙ୍କା ଆକରରେ ଦେବା ପାଇଁ ପଡିବ ।
-
ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧ ବିଷୟରେ ଭବିଷ୍ୟବାଣୀ, ସୋସିଆଲ ମିଡ଼ିଆରେ ଆତଙ୍କ -
ଟାଇଁ ଟାଇଁ ଖରା, ୩୯ ଡିଗ୍ରୀ ଛୁଇଁପାରେ ପାରଦ -
ଇରାନର ଡ୍ରୋନ୍ ଶକ୍ତି ଦେଖି ଆମେରିକା ଆଶ୍ଚର୍ଯ୍ୟ -
ଚନ୍ଦ୍ରଗ୍ରହଣ:ଜାଣନ୍ତୁ କିପରି କରିବେ ପାଳନ ? କ'ଣ ଖାଇବେ, କ'ଣ ପିଇବେ ? -
ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଇଂଲଣ୍ଡର ବଡ଼ ନିଷ୍ପତ୍ତି, ବାତିଲ କଲା ଗସ୍ତ -
ମଧ୍ୟପାଚ୍ୟରେ ମହାଯୁଦ୍ଧ;ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବଡ଼ ଘୋଷଣା, ୩୦୦ ପରମାଣୁ ବୋମାରେ ସନ୍ତୁଷ୍ଟ ନୁହେଁ,ନିଜର ବୃଦ୍ଧି କରିବ -
ମସ୍ତଙ୍କ ହୃଦୟ ଜିତୁଛନ୍ତି ବିଜୟ-ରଶ୍ମିକା, ଏବେ ୪୪ଟି ସରକାରୀ ସ୍କୁଲ ପାଇଁ... -
୪୪ଟି ସରକାରୀ ସ୍କୁଲ ପାଇଁ ଏକ ବଡ଼ ଘୋଷଣା କଲେ ନବବିବାହିତ ଦମ୍ପତି ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା -
ଆମେରିକୀୟଙ୍କୁ ୧୪ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଜାରି -
ଷ୍ଟ୍ରେଟ୍ ଅଫ ହରମୁଜକୁ ବନ୍ଦ କଲା ଇରାନ, କୌଣସି ବି ଜାହାଜ ଅତିକ୍ରମ କଲେ ଧ୍ବଂସ କରିବାକୁ ଚେତାବନୀ -
ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସଅଳ ନୀତିକାନ୍ତି, ରାତିରେ ମହାପ୍ରଭୁଙ୍କ ସୁନାବେଶ -
ଦିଲ୍ଲୀପଙ୍କୁ ସମର୍ଥନ ଦେବ ବିଜେପି












Click it and Unblock the Notifications