For Quick Alerts
Turn On Notification  
For Daily Alerts
Oneindia App Download

World Heritage Week 2022: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆଜି ମାଗଣାରେ ବୁଲନ୍ତୁ ଐତିହ୍ୟ ସ୍ଥଳ

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଆଜି ମାଗଣାରେ ବୁଲନ୍ତୁ ଐତିହ୍ୟ ସ୍ଥଳ

|

World Heritage Week 2022: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜି ମାଗଣାରେ ବୁଲନ୍ତୁ ଦେଶର ସମସ୍ତ ଐତିହ୍ୟ ସ୍ଥଳ । ASI ଅଧିନରେ ଆସୁଥିବା ଦେଶର ସମସ୍ତ ଐତିହ୍ୟ ସ୍ଥଳ ଆଜି ଦେୟମୁକ୍ତ । ବିଶ୍ୱ ଐତିହ୍ୟ ସପ୍ତାହ ପାଳନ ଅବସରରେ ଆଜି ଦିନକ ପାଇଁ ମାଗଣା ବ୍ୟବସ୍ଥା ।

World Heritage Week 2022

ଦେଶ ଓ ରାଜ୍ୟର ସମସ୍ତ ASI ଐତିହ୍ୟ ସ୍ଥଳରେ ଆଜି ବୁଲିବା ଦେୟମୁକ୍ତ । ୱାଲର୍ଡ ହେରିଟେଜ୍ ୱିକ୍ ବା ବିଶ୍ୱ ଐତିହ୍ୟ ସପ୍ତାହ ପାଇଁ ଆଜି ASI ପକ୍ଷରୁ ଏହି ଘୋଷଣା କରାଯାଇଛି । ଆଜି ତାଜମହଲ, ଓଡ଼ିଶାର କୋଣାର୍କ ମନ୍ଦିର, ରାଜାରାଣୀ ମନ୍ଦିର ଓ ଅନ୍ୟାନ୍ୟ ASI ଅଧିନରେ ଆସୁଥିବା ଐତିହ୍ୟ ସ୍ଥଳ ବିନା ଟଙ୍କା ଖର୍ଚ୍ଚ କରି ବୁଲିପାରିବେ । ହେଲେ ତାହମହଲରେ ଥିବା ମୁଖ୍ୟ କବର ଦେଖିବା ପାଇଁ ପର୍ଯ୍ୟଟକଙ୍କୁ କରିବା ପାଇଁ ପଡିବ ଟିକେଟ୍ । ଏ ନେଇ ASI ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Good news for tourists: tour the historic sites for free today
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X