Gold-Sliver Rate: ଜାଣନ୍ତୁ ଆଜି ଦେଶରେ କେତେ ରହିଛି ସୁନା-ରୂପା ମୂଲ୍ୟ

Gold-Sliver Rate Today: ଆଜି ଭାରତରେ ସୁନା ଓ ରୂପା ମୂଲ୍ୟରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି। ସୁଧ ହାରରେ ହ୍ରାସ ଏବଂ ଆନ୍ତର୍ଜାତୀୟ ବଜାରରେ ପରିବର୍ତ୍ତନ ହେତୁ ସେମାନଙ୍କ ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଛି।

Gold-Sliver Rate

ଗତ ଏକ ସପ୍ତାହରେ 24 କ୍ୟାରେଟ୍ ସୁନା ମୂଲ୍ୟ 1.6% ବୃଦ୍ଧି ପାଇଥିବାବେଳେ ଗତ ଦଶ ଦିନ ମଧ୍ୟରେ ସୁନା ମୂଲ୍ୟ 1.14% ବୃଦ୍ଧି ପାଇଛି । ରୂପା ବର୍ତ୍ତମାନ କିଲୋଗ୍ରାମ ପିଛା 89,060 ଟଙ୍କା ରହିଛି। ଯଦି ଆପଣ ସୁନା କିମ୍ବା ରୂପା କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଆଜିର ମୂଲ୍ୟ ଉପରେ ନଜର ପକାନ୍ତୁ ।

ଆଜି ଭାରତୀୟ ବଜାରରେ ସୁନା ଦର 22 କ୍ୟାରେଟ୍ ପ୍ରତି 69,810 ଟଙ୍କା ହୋଇଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ ଗ୍ରାମ ପ୍ରତି 76,160 ଟଙ୍କା ରହିଛି । ଗତକାଲି ଅପେକ୍ଷା ମଙ୍ଗଳବାର ସୁନା ଦର ସାମାନ୍ୟ ବୃଦ୍ଧି ପାଇଛି ।

ସେହିପରି ଆଜି ଭୁବନେଶ୍ୱରରେ 22 କ୍ୟାରେଟ୍ ସୁନା ଦର ସାମାନ୍ୟ ବୃଦ୍ଧି ପାଇଛି । ଭୁବନେଶ୍ୱରରେ 22 କ୍ୟାରେଟ୍ ସୁନା ଦର 69,890 ଟଙ୍କା ରହିଛି ଏବୟ 24 କ୍ୟାରେଟ୍ ସୁନା ଦର ଦଶ ଗ୍ରାମ ପ୍ରତି 76,160 ଟଙ୍କା ରହିଛି । ମୁମ୍ବାଇରେ 22 କ୍ୟାରେଟ୍ ସୁନା ଦର 69,810 ଟଙ୍କା ଏବଂ 24 କ୍ୟାରେଟ୍ ସୁନା 10 ଗ୍ରାମ ପ୍ରତି 76,160 ଟଙ୍କା ରହିଛି । ସେହିପରି ଦିଲ୍ଲୀରେ 22 କ୍ୟାରେଟ୍ ସୁନା 10 ଗ୍ରାମ ପ୍ରତି 69,960 ଟଙ୍କା ଏବଂ 24 କ୍ୟାରେଟ୍ ସୁନାର ଦର 76,310 ଟଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+