Silver Price Hike: ନୂଆ ରେକର୍ଡ ସୃଷ୍ଟି କଲା ରୂପା ଦର
Silver Price Hike: ଭାରତରେ ସୁନା ଓ ରୂପା ଦରରେ ପ୍ରତ୍ୟେକ ଦିନ ପରିବର୍ତ୍ତନ ହେଉଛି । ମେ 16 ତାରିଖରେ 2024 ଗୁରୁବାର ଦିନ ରୂପା ଦର ନୂଆ ରେକର୍ଡ ସୃଷ୍ଟି କରିଛି । ଆଜି ସକାଳେ ରୂପା କିଲୋଗ୍ରାମ 87,217 ଟଙ୍କାରେ ପହଞ୍ଚିଛି ଯାହା ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ସୁନା ମୂଲ୍ୟରେ ମଧ୍ୟ ପରିବର୍ତ୍ତ ହୋଇଛି, ଯାହା ବୃଦ୍ଧି ହୋଇ 10 ଗ୍ରାମ ପିଛା 73,200 ଟଙ୍କା ଉପରେ ରହିଛି ।
ଗୁରୁବାର ଦିନ MCX'ରେ ରୂପା ମୂଲ୍ୟରେ ବହୁତ ବୃଦ୍ଧି ହୋଇଛି ଏବଂ ଏହାର ମୂଲ୍ୟ ନୂଆ ରେକର୍ଡ ସୃଷ୍ଟି କରିଛି । ବର୍ତ୍ତମାନ, ଫ୍ୟୁଚର ବଜାରରେ ରୂପା 355 ଟଙ୍କା ବୃଦ୍ଧି ଘଟିଛି ଆଜି କିଲୋଗ୍ରାମରେ 87,220 ଟଙ୍କା ରହିଛି । ବୁଧବାର ଦିନ ରୂପା ଦର 86,865 ଟଙ୍କା ଥିଲା । ରୂପା ସହିତ ଘରୋଇ ବଜାରରେ ସୁନା ମୂଲ୍ୟରେ ମଧ୍ୟ ବହୁତ ବୃଦ୍ଧି ଘଟିଛି । 114 ଟଙ୍କା ବୃଦ୍ଧି ହୋଇ ସୁନା 73,216 ଟଙ୍କା ରହିଛି ।

- ଦିଲ୍ଲୀରେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 74,130 ଟଙ୍କା ଏବଂ ରୂପା କିଲୋଗ୍ରାମ 89,100 ଟଙ୍କା ରହିଛି ।
- ମୁମ୍ବାଇରେ 24 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 74,020 ଟଙ୍କା ଏବଂ ରୂପା କିଲୋଗ୍ରାମ 89,100 ଟଙ୍କା ।
- କୋଲକାତାରେ 24 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 74,020 ଟଙ୍କା ଏବଂ ରୂପା କିଲୋଗ୍ରାମ 89,100 ଟଙ୍କା ।
- ଚେନ୍ନାଇରେ 24 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 74,130 ଟଙ୍କାରେ ଏବଂ ରୂପା କିଲୋଗ୍ରାମ 92,500 ଟଙ୍କା ।
- ନୋଏଡାରେ 24 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 74,170 ଟଙ୍କା ଏବଂ ରୂପା କିଲୋଗ୍ରାମ 89,100 ଟଙ୍କା ।
- ଲକ୍ଷ୍ନୌରେ 24 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 74,170 ଟଙ୍କା ଏବଂ ରୂପା କିଲୋଗ୍ରାମ 89,100 ଟଙ୍କା ।
- ଜୟପୁର 24 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 74,170 ଟଙ୍କାରେ ଏବଂ ରୂପା କିଲୋଗ୍ରାମ 89,100 ଟଙ୍କା ।
- ପାଟନାରେ 24 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 74,070 ଟଙ୍କାରେ ଏବଂ ରୂପା କିଲୋଗ୍ରାମ 89,100 ଟଙ୍କା ।
- ପୁଣେରେ 24 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 74,020 ଟଙ୍କା ଏବଂ ରୂପା କିଲୋଗ୍ରାମ 89,100 ଟଙ୍କା ।
- ଗୁରୁଗ୍ରାମରେ 24 କ୍ୟାରେଟ୍ ସୁନା 10 ଗ୍ରାମ ପିଛା 74,170 ଟଙ୍କା ଏବଂ ରୂପା କିଲୋଗ୍ରାମ 89,100 ଟଙ୍କା ।
More From
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications