ବଢିଲା ସୁନା ଦର: ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ମୂଲ୍ୟ

Gold Silver Price on 13 September 2024: ଯଦି ଆପଣ ସୁନା ଏବଂ ରୂପା କିଣିବାର ପ୍ଲାନ୍ କରୁଛନ୍ତି ତେବେ ଆଜି ଆପଣଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଅର୍ଥାତ୍ ଆଜି ସୁନା ଦର ବୃଦ୍ଧି ପାଇଛି । ଫ୍ୟୁଚର ବଜାରରେ ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ହୋଇଛି । ଶୁକ୍ରବାର ଦିନ MCX ଉପରେ ସୁନା ପ୍ରାୟ 400 ଟଙ୍କା ବୃଦ୍ଧି ପାଇଛି ।

Gold Rate

ଏଥି ସହିତ ରୂପା ମୂଲ୍ୟରେ 600 ଟଙ୍କା ବୃଦ୍ଧି ଦେଖିବାକୁ ମିଳୁଛି। ଏପରି ପରିସ୍ଥିତିରେ, ଯଦି ଆପଣ ଆଜି ସୁନା କିଣିବାକୁ ଚାହାଁନ୍ତି, ତେବେ ଦେଶର ବିଭିନ୍ନ ସହରର ସୁନା ଦର ଉପରେ ନଜର ପକାନ୍ତୁ । ସେପ୍ଟେମ୍ବର 13 ରେ MCX ଅର୍ଥାତ୍ ଫ୍ୟୁଚର ବଜାରରେ ସୁନା ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି । ଗତକାଲି ତୁଳନାରେ ଏହା 425 ଟଙ୍କା ବୃଦ୍ଧି ପାଇ 10 ଗ୍ରାମ ପିଛା 73,249 ଟଙ୍କା ମୂଲ୍ୟରେ ପହଞ୍ଚିଛି। ଗୁରୁବାର ଦିନ ଘରୋଇ ବଜାରରେ ସୁନା 72,824 ଟଙ୍କା ରହିଥିଲା ।ଦିଲ୍ଲୀ ସୁନା ଦର: ଆଜି ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 73 ହଜାର 290 ଟଙ୍କା । ଯେତେବେଳେ କି 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି ପ୍ରାୟ 67,190 ଟଙ୍କା

ମୁମ୍ବାଇ ସୁନା ଦର: ମୁମ୍ବାଇରେ 24 କ୍ୟାରେଟ୍ ସୁନା ର 10 ଗ୍ରାମ ମୂଲ୍ୟ 73,140 ଟଙ୍କା । ଯେତେବେଳେ କି 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପାଇଁ 67,040 ଟଙ୍କା ।

କୋଲକାତା ସୁନା ଦର: କୋଲକାତାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 67,040 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,140 ଟଙ୍କା ରହିଛି ।

ଚେନ୍ନାଇ ସୁନା ମୂଲ୍ୟ: ଚେନ୍ନାଇରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 67,040 ଟଙ୍କା । ହୋଇଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,140 ଟଙ୍କା ।

ଅହମ୍ମଦାବାଦ ସୁନା ଦର: ଅହମ୍ମଦାବାଦରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 67,090 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,190 ଟଙ୍କା ରହିଛି ।

ହାଇଦ୍ରାବାଦ ସୁନା ଦର : ହାଇଦ୍ରାବାଦରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 67,160 ଟଙ୍କା । 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,260 ଟଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+