Gold Rate Today: ଗ୍ରାହକଙ୍କ ପାଇଁ ଖୁସି ଖବର, କମିଲା ସୁନା-ରୂପା ମୂଲ୍ୟ

Gold Price In Odia: ଆଜି ଅଗଷ୍ଟ 30 ତାରିଖରେ ସୁନା ମୂଲ୍ୟରେ ସାମାନ୍ୟ ହ୍ରାସ ପାଇଛି । 10 ଗ୍ରାମ ସୁନା ମୂଲ୍ୟରେ 100 ଟଙ୍କା ହ୍ରାସ ପାଇଛି। ଦେଶର ଅଧିକାଂଶ ସହରରେ 24 କ୍ୟାରେଟ୍ 10 ଗ୍ରାମ ସୁନା ମୂଲ୍ୟ ପ୍ରାୟ 73 ହଜାର 300 ଟଙ୍କା ରହିଛି । ସେହିପରି 22 କ୍ୟାରେଟ୍ ସୁନା ହାର ପ୍ରାୟ 67 ହଜାର 200 ଟଙ୍କା ରହିଛି । ସେହିପରି ରୂପା କିଲୋଗ୍ରାମ ପ୍ରତି 88 ହଜାର 400 ଟଙ୍କା । ତେବେ ଚାଲନ୍ତୁ ଜାଣିବା ଦେଶର ବଡ଼ ସହରରେ ସୁନାର ମୂଲ୍ୟ କ'ଣ ରହିଛି ।

Gold Rate Today

ଦିଲ୍ଲୀ ସୁନା ଦର: ଆଜି ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 73 ହଜାର 390 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି ପ୍ରାୟ 67,290 ଟଙ୍କା ରହିଛି ।

ମୁମ୍ବାଇ ସୁନା ଦର: ମୁମ୍ବାଇରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 73,240 ଟଙ୍କା ଏବଂ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 67,140 ଟଙ୍କା ।

କୋଲକାତା ସୁନା ଦର: କୋଲକାତାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 67,140 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,240 ଟଙ୍କା ।

ଚେନ୍ନାଇ: ଚେନ୍ନାଇରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 67,140 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,240 ଟଙ୍କା ।

ଅହମ୍ମଦାବାଦ ସୁନା ଦର: ଅହମ୍ମଦାବାଦରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 67,190 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,290 ଟଙ୍କା ।

ହାଇଦ୍ରାବାଦ: ହାଇଦ୍ରାବାଦରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 67,140 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,240 ଟଙ୍କା ରହିଛି ।

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 67,160 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,240 ଟଙ୍କା ।

ତେବେ 22 କ୍ୟାରେଟ୍ ସୁନା ଏବଂ 18 କ୍ୟାରେଟ୍ ସୁନା ହାର ଜାଣିବା ପାଇଁ, ଆପଣ 8955664433 ରେ ଏକ ମିସ୍ କଲ୍ ଦେଇପାରିବେ । ମିସ୍ କଲ କରିବା ମାତ୍ରେ ଆପଣଙ୍କୁ ଏକ SMS ମାଧ୍ୟମରେ ସୁନା ମୂଲ୍ୟ ବିଷୟରେ ସମ୍ପୁର୍ଣ୍ଣ ସୂଚନା ମିଳିପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+