ପୁଣି ଗ୍ରାହକଙ୍କ ଚିନ୍ତା ବଢାଇଲା ସୁନା ଦର, ଜାଣନ୍ତୁ ଆଜିର Gold Rate

Gold Rate In India: ପୁଣି ଗ୍ରାହକଙ୍କ ଚିନ୍ତା ବଢାଇଲା ସୁନା ଦର । ଭାରତରେ ସୁନା ମୂଲ୍ୟରେ ପୁଣି ଥରେ ପରିବର୍ତ୍ତନ ଦେଖିବା ପାଇଁ ମିଳିଛି । ନିରନ୍ତର ପରିବର୍ତ୍ତନ ହେଉଛି ସୁନା ରୂପା ଦର । ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଭାରତୀୟ ବଜାରକୁ ମଧ୍ୟ ପ୍ରଭାବିତ କରୁଛି। ତେବେ ଆଜି ସୁନାର ମୂଲ୍ୟ ଉପରେ ଅନେକ ଲୋକଙ୍କ ନଜର ରହିଛି । ଭବିଷ୍ୟତରେ ସୁନା ମୂଲ୍ୟ ବୃଦ୍ଧି ପାଇବ ନା ହ୍ରାସ ପାଇବ ତାହାକୁ ନେଇ ସୃଷ୍ଟି ହେଉଛି ପ୍ରଶ୍ନ ।

Gold prices

ଆଜି ଭାରତରେ 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ 9,044 ରହିଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ 8,290 ରହିଛି ସେହିପରି 18 କ୍ୟାରେଟ୍ ସୁନା ଦର 6,783 ଟଙ୍କା ରହିଛି। ଆଜି ଭାରତରେ ରୂପାର ମୂଲ୍ୟ ପ୍ରତି ଗ୍ରାମ 105 ଏବଂ କିଲୋଗ୍ରାମ 1,05,000 ଟଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+