Gold Rate Today: କମିଲା ସୁନା-ରୂପା ମୂଲ୍ୟ, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ମୂଲ୍ୟ
Gold Rate Today: ସୁନା ସବୁବେଳେ ନିବେଶକଙ୍କ ପ୍ରଥମ ପସନ୍ଦ ରହି ଆସିଛି । ସୁନା ଓ ରୂପା ମୂଲ୍ୟ ପ୍ରତିଦିନ ବଦଳୁଛି । ସୁନା କିମ୍ବା ରୂପା କିଣିବା ପୂର୍ବରୁ, ସର୍ବଶେଷ ବଜାର ମୂଲ୍ୟ ଜାଣିବା ଉଚିତ୍ । ଅତୀତରେ ସୁନା ଦର ସ୍ଥିର ରହିଥିଲା । ଯଦି ଆପଣ ମଧ୍ୟ ସୁନା କିମ୍ବା ରୂପା କିଣିବାକୁ ଯୋଜନା କରୁଛନ୍ତି, ତେବେ ନିଶ୍ଚିତ ଭାବରେ ଆଜିର ଦର ଉପରେ ନଜର ପକାନ୍ତୁ ।
ଆଜି ଭାରତରେ ସୁନା ମୂଲ୍ୟ 1 ଗ୍ରାମ 22 କ୍ୟାରେଟ୍ ସୁନା ଦର 6,679 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ଦର 7,286 ଟଙ୍କା ରହିଛି । ଆଜି ଭାରତରେ ରୂପା ମୂଲ୍ୟ ଗ୍ରାମ ପିଛା ₹ 85.10 ଏବଂ କିଲୋଗ୍ରାମ ପାଇଁ 85,100 ଟଙ୍କା ରହିଛି ।

ସେହିପରି କଟକ ଓ ଭୁବନେଶ୍ୱରରେ ସୁନାର ଦର ଗତକାଲି ଅପେକ୍ଷା ଆଜି ସାମାନ୍ୟ ହ୍ରାସ ପାଇଛି । ଆଜି ଭୁବନେଶ୍ୱରରେ 10 ଗ୍ରାମର 24 କ୍ୟାରେଟ୍ ସୁନା ଦର 72,840 ଟଙ୍କା ରହିଛି । ସେହିପରି 22 କ୍ୟାରେଟ୍ ସୁନାର ଦର ଆଜି 10 ଗ୍ରାମ ପିଛା 66, 770 ଟଙ୍କା ରହିଛି । ସେହିପରି କଟକରେ 22 କ୍ୟାରେଟ୍ ସୁନାର ମୂଲ୍ୟ ଆଜି 10 ଗ୍ରାମ ପିଛା 66,770 ଟଙ୍କା ରହିଛି ।
ସେହିପରି ରୁପା ଦର ମଧ୍ୟ କମିଛି ଶୁଦ୍ଧ ରୂପା 1 ଗ୍ରାମ୍ ପିଛା 93 ଟଙ୍କା ରହିଥିବା ବେଳେ 8 ଗ୍ରାମ୍ ପିଛା 747 ଟଙ୍କା, 100 ଗ୍ରାମ୍ ପିଛା 9,340 ଓ 1 କେଜି ରୂପା ମୂଲ୍ୟ 93,400 ଟଙ୍କା ରହିଛି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications